Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବୁଦ୍ଧି
ବୁଦ୍ଧି
★★★★★

© Rasmi Rekha Tripathy

Others

1 Minutes   7.0K    13


Content Ranking


         : ବଡ ବାବୁ! ଜିଲ୍ଲାସ୍ତରୀୟ କିରାଣୀମାନେ କଣ ଦେଖା ଯାଉନାହାନ୍ତି ଆଜି କାଲି ? ବିଭାଗୀୟ ମୁଖ୍ୟ ଦପ୍ତରର ଗୋଟିଏ ବିଭାଗର ଜଣେ ଉପବିଭାଗ ଅଧିକାରୀକୁ କହୁଥିଲେ ଜଣେ ବରିଷ୍ଠ ସହାୟକ l

       : ଗୋଟେ କାମ କରୁନା l ଯିଏ କୋରାପୁଟରେ ଅଛି ତାକୁ ବାଲେଶ୍ୱର ପଠେଇଦିଅ l ଯିଏ ବାଲେଶ୍ୱରରେ ଅଛି ତାକୁ ସମ୍ବଲପୁର, ସମ୍ବଲପୁରବାଲାକୁ ପୁରୀ ଓ ପୁରୀବାଲାକୁ କୋରାପୁଟ ପଠେଇଦିଅ l ଦେଖିବ ସମସ୍ତେ ଆସି ଦେଖା କରିବେ ତୁମକୁ l

       ସେହି ବର୍ଷ ବଦଳି ଋତୁରେ ବଡ ବାବୁ ଓ ବରିଷ୍ଠ ସହାୟକ ଦୁହେଁ କାର୍ କିଣିଥିଲେ l କେମିତି? ମୁଁ କହି ପାରିବିନି l

କିରାଣୀ ଅଧିକାରୀ ବଦଳି

Rate the content


Originality
Flow
Language
Cover design

Comments

Post

Some text some message..