Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

3  

Rasmi Rekha Tripathy

Others

ବୁଦ୍ଧି

ବୁଦ୍ଧି

1 min
7.1K



         : ବଡ ବାବୁ! ଜିଲ୍ଲାସ୍ତରୀୟ କିରାଣୀମାନେ କଣ ଦେଖା ଯାଉନାହାନ୍ତି ଆଜି କାଲି ? ବିଭାଗୀୟ ମୁଖ୍ୟ ଦପ୍ତରର ଗୋଟିଏ ବିଭାଗର ଜଣେ ଉପବିଭାଗ ଅଧିକାରୀକୁ କହୁଥିଲେ ଜଣେ ବରିଷ୍ଠ ସହାୟକ l

       : ଗୋଟେ କାମ କରୁନା l ଯିଏ କୋରାପୁଟରେ ଅଛି ତାକୁ ବାଲେଶ୍ୱର ପଠେଇଦିଅ l ଯିଏ ବାଲେଶ୍ୱରରେ ଅଛି ତାକୁ ସମ୍ବଲପୁର, ସମ୍ବଲପୁରବାଲାକୁ ପୁରୀ ଓ ପୁରୀବାଲାକୁ କୋରାପୁଟ ପଠେଇଦିଅ l ଦେଖିବ ସମସ୍ତେ ଆସି ଦେଖା କରିବେ ତୁମକୁ l

       ସେହି ବର୍ଷ ବଦଳି ଋତୁରେ ବଡ ବାବୁ ଓ ବରିଷ୍ଠ ସହାୟକ ଦୁହେଁ କାର୍ କିଣିଥିଲେ l କେମିତି? ମୁଁ କହି ପାରିବିନି l


Rate this content
Log in