Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହାପି ନିଯୁଇଅର
ହାପି ନିଯୁଇଅର
★★★★★

© Kamal Kumar Dash

Others

1 Minutes   6.1K    16


Content Ranking

ଶ୍ରୀମତୀ କହିଲେ ଦେଖିଲ ଏ ବକଟେ ଖୁସି ,କେତେ ରାଗି ହେଲାଣି ଏବେଠୁ । ମୁଁ ପଚାରିଲି କ’ଣ ହେଲା ?ସେ କହିଲେ ପାଖ ଘର ଝିଅକୁ ଟିକେ ଧରିଲି ବୋଲି ସେ କାନ୍ଦି କାନ୍ଦି ଗଡି ଯାଉଛି ଓ କହୁଛି ମାଉସୀ ତାକୁ କାହିଁକି ଗେଲ କଲୁ ମୁଁ ଆଉ ତୋ ସାଙ୍ଗ ହେବିନି ।

ମୁଁ ହସିଲି ଓ କହିଲି ତୁମ ଝିଅ ନା ତୁମର ତ କିଛି ଗୁଣ ଆଣିବ । ମୁଁ ତୁମ ସାଙ୍ଗକୁ ହାପି ନିଯୁଇଅର କହିଲେ ତୁମେ ବିତ ରାଗି ପାଚି ଲାଲ ହୋଇଯାଅ । ସେ ଖିଲାଟ କଣ ଖରାପ କଲା ? ଛୋଟ ତ ବଡଙ୍କ ଠାରୁ ଶିଖିବେ ନା ଡ଼ିଅର ।

ବରଂ ତାଠୁ ତମର କିଛି ଶିଖିବାର ଅଛି । ଟିକେ ପରେ ସେ ସବୁ ଭୁଲିଯିବ ମୋ ମାଉସୀ ମୋ ମାଉସୀ କହି ଗେଲ କରିବ ,ଚକଲେଟ ଖାଇ ଗୀତ ବୋଲି ନାଚ କରିବ । ହେଲେ ତୁମ ରେକଡ଼ରୁ ମୁଁ ତୁମ ସାଙ୍ଗକୁ ହାପି ନିଯୁଇଅର କହିଥିଲି ବୋଲି କେବେ ଲିଭିବନି ।ସାରା ଜୀବନ ମତେ ଶୁଣାଇ ଶୁଣାଇ ବାଜୁଥିବ । ତାଙ୍କ ମୁଂହାର ଭାବି ନ କହିଲେ ଭଲ ।

ଖୁସି ମାଉସୀ ହାପି

Rate the content


Originality
Flow
Language
Cover design

Comments

Post

Some text some message..