Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others Drama

2  

Kamal Kumar Dash

Others Drama

ହାପି ନିଯୁଇଅର

ହାପି ନିଯୁଇଅର

1 min
6.2K


ଶ୍ରୀମତୀ କହିଲେ ଦେଖିଲ ଏ ବକଟେ ଖୁସି ,କେତେ ରାଗି ହେଲାଣି ଏବେଠୁ । ମୁଁ ପଚାରିଲି କ'ଣ ହେଲା ?ସେ କହିଲେ ପାଖ ଘର ଝିଅକୁ ଟିକେ ଧରିଲି ବୋଲି ସେ କାନ୍ଦି କାନ୍ଦି ଗଡି ଯାଉଛି ଓ କହୁଛି ମାଉସୀ ତାକୁ କାହିଁକି ଗେଲ କଲୁ ମୁଁ ଆଉ ତୋ ସାଙ୍ଗ ହେବିନି ।

ମୁଁ ହସିଲି ଓ କହିଲି ତୁମ ଝିଅ ନା ତୁମର ତ କିଛି ଗୁଣ ଆଣିବ । ମୁଁ ତୁମ ସାଙ୍ଗକୁ ହାପି ନିଯୁଇଅର କହିଲେ ତୁମେ ବିତ ରାଗି ପାଚି ଲାଲ ହୋଇଯାଅ । ସେ ରାଗିଲା  କଣ ଖରାପ କଲା ? ଛୋଟ ତ ବଡଙ୍କ ଠାରୁ ଶିଖିବେ ନା ଡ଼ିଅର ।

ବରଂ ତାଠୁ ତମର କିଛି ଶିଖିବାର ଅଛି । ଟିକେ ପରେ ସେ ସବୁ ଭୁଲିଯିବ ମୋ ମାଉସୀ ମୋ ମାଉସୀ କହି ଗେଲ କରିବ ,ଚକଲେଟ ଖାଇ ଗୀତ ବୋଲି ନାଚ କରିବ । ହେଲେ ତୁମ ରେକଡ଼ରୁ ମୁଁ ତୁମ ସାଙ୍ଗକୁ ହାପି ନିଯୁଇଅର କହିଥିଲି ବୋଲି କେବେ ଲିଭିବନି ।ସାରା ଜୀବନ ମତେ ଶୁଣାଇ ଶୁଣାଇ ବାଜୁଥିବ । ତାଙ୍କ ମୁଂହାର ଭାବି ନ କହିଲେ ଭଲ ।


Rate this content
Log in