Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୁଲ
ଭୁଲ
★★★★★

© Rasmi Rekha Tripathy

Inspirational Abstract Tragedy

1 Minutes   7.3K    18


Content Ranking


       : ସେ ଭୁଲ କର ନାହିଁ ମିଶ୍ର ବାବୁ! ପଚାଶ କୋଟି ଟଙ୍କାର ସମ୍ପତ୍ତି l ଆମେ ଦୁହେଁ ମିଶି ନିଷ୍ପତ୍ତି ନେଲୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଇ ଶେଷ ଜୀବନ ଭଲରେ ରହିବୁ l ଆଜି ଦେଖ କଣ ହେଲା ? ତୁମ ଭାଉଜ ଇଛା କଲେ କେଦାରନାଥ ଆଉ ଥରେ ଯିବା ପାଇଁ l ପୁଅ ବୋହୁ ଚାରି ଜଣ l କେହି ଜଣେ ବି ପଚାରିଲେ ନାହିଁ ମୋର କଣ ଆବଶ୍ୟକ ଅଛି କି ନାହିଁ ? ଆଉ ଏ ବୟସରେ ମୁଁ ଚିନ୍ତା କରୁଛି ପଇସା ପାଇଁ l

ପଟେଲ୍ ବାବୁଙ୍କର ଦୁଇ ଆଖିରେ ଲୁହ ଟଳମଳ ହେଉଥିଲା l

       ପଟେଲ୍ ବାବୁଙ୍କ ଭଳି ମୋର ପଚାଶ କୋଟି ଟଙ୍କାର ସମ୍ପତ୍ତି ନାହିଁ l କିନ୍ତୁ ଯାହା ବି ଅଛି ପୁଅ ଓ ଝିଅ ମଧ୍ୟରେ ବାଣ୍ଟି ଦେବାର ନିଷ୍ପତ୍ତିକୁ ଯେତେବେଳେ ପଟେଲ୍ ବାବୁଙ୍କୁ କହିଲି ସେ ମୋତେ ଏହି କଥା କହି ବାରଣ କରିଥିଲେ l ମୁଁ ତାଙ୍କୁ ବଡ ଭାଇ ଭଳି ସମ୍ମାନ ଦିଏ l ତାଙ୍କ ଆଖିର ଲୁହ ମୋତେ ମୋ ନିଷ୍ପତ୍ତିରୁ ବ୍ୟାହତ କରିଥିଲା l

ନିଷ୍ପତ୍ତି ଜମି ଭାଗ ବଣ୍ଟା ଭୁଲ

Rate the content


Originality
Flow
Language
Cover design

Comments

Post

Some text some message..