Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract Tragedy

3  

Rasmi Rekha Tripathy

Inspirational Abstract Tragedy

ଭୁଲ

ଭୁଲ

1 min
7.3K



       : ସେ ଭୁଲ କର ନାହିଁ ମିଶ୍ର ବାବୁ! ପଚାଶ କୋଟି ଟଙ୍କାର ସମ୍ପତ୍ତି l ଆମେ ଦୁହେଁ ମିଶି ନିଷ୍ପତ୍ତି ନେଲୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଇ ଶେଷ ଜୀବନ ଭଲରେ ରହିବୁ l ଆଜି ଦେଖ କଣ ହେଲା ? ତୁମ ଭାଉଜ ଇଛା କଲେ କେଦାରନାଥ ଆଉ ଥରେ ଯିବା ପାଇଁ l ପୁଅ ବୋହୁ ଚାରି ଜଣ l କେହି ଜଣେ ବି ପଚାରିଲେ ନାହିଁ ମୋର କଣ ଆବଶ୍ୟକ ଅଛି କି ନାହିଁ ? ଆଉ ଏ ବୟସରେ ମୁଁ ଚିନ୍ତା କରୁଛି ପଇସା ପାଇଁ l

ପଟେଲ୍ ବାବୁଙ୍କର ଦୁଇ ଆଖିରେ ଲୁହ ଟଳମଳ ହେଉଥିଲା l

       ପଟେଲ୍ ବାବୁଙ୍କ ଭଳି ମୋର ପଚାଶ କୋଟି ଟଙ୍କାର ସମ୍ପତ୍ତି ନାହିଁ l କିନ୍ତୁ ଯାହା ବି ଅଛି ପୁଅ ଓ ଝିଅ ମଧ୍ୟରେ ବାଣ୍ଟି ଦେବାର ନିଷ୍ପତ୍ତିକୁ ଯେତେବେଳେ ପଟେଲ୍ ବାବୁଙ୍କୁ କହିଲି ସେ ମୋତେ ଏହି କଥା କହି ବାରଣ କରିଥିଲେ l ମୁଁ ତାଙ୍କୁ ବଡ ଭାଇ ଭଳି ସମ୍ମାନ ଦିଏ l ତାଙ୍କ ଆଖିର ଲୁହ ମୋତେ ମୋ ନିଷ୍ପତ୍ତିରୁ ବ୍ୟାହତ କରିଥିଲା l


Rate this content
Log in

Similar oriya story from Inspirational