Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପୁନଶ୍ଚ ଶପଥ
ପୁନଶ୍ଚ ଶପଥ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

5 Minutes   7.1K    12


Content Ranking

ସୁକାନ୍ତି ରାଉତ

ଏକ ବର୍ଷା ବିଭେ।ର ସନ୍ଧ୍ୟା । ଦୀର୍ଘ ୧୫ ବ ର୍ଷ ପରେ ଦେଖା । କେହି କ।ହ।ରିକୁ କିଛି କହିବ। ଆଗରୁ କିଛି ସମୟ ନିରବରେ କ।ନ୍ଦିଲେ । କଥା ଆରମ୍ଭ କରିଥିଲ । ଆଗ ଆକଂ।କ୍ଷା । ସବୁବେଳେ ସୁଖର ର।ସ୍ତା ଖୋଜୁଥିବ । ଲେ।କ ଯେ ଦୁଃଖ ସହିତ ଚିର ଦିନ ବନ୍ଦୀ ହେ।ଇ ରହିବ , ଏକଥା ବହୁତ ଦିନ ପରେ ଅନୁଭବ କରିଥିଲ । ଆକଂ।କ୍ଷା । ତମେ ଏବେ ପଥର ଫିଙ୍ଗିଲେ ବି ମୁଁ ତ।ହ।କୁ ଫୁଲ କରିଦେଇପାରେ । ସେ ସାମର୍ଥ ମୋତେ ତମେ ହିଁ ଦେଇଛ ସିଦ୍ଧାର୍ଥ । ସିଦ୍ଧାର୍ଥ୍ୟକୁ ଇଙ୍ଗିତ କରିକହିଲ। ଜୀବନଟାକୁ ଜାଳି ପୋଡ଼ି ନଷ୍ଟ କରିସାରିଲ । ପରେ ଆଉ ଭଲ ପାଇବ।ରେ ଲ।ଭ କ ’ଣ ? ବୈବାହିକ ଜୀବନର ଏତେ ବର୍ଷ ପରେ ତ ।’ର ପ୍ରଥମ ଥର ପାଇଁ ଅନଭୁବ ହେଲ। ଯେ ସିଦ୍ଧାର୍ଥ ଖବୁ ବଦଳି ଯାଇଛନ୍ତି । ତମେ କେବେ ବି ଥରେ ବୁଝି ନ।ହଁ ସିଦ୍ଧାର୍ଥ, ମାନସିକ ଭ।ବେ ମୁଁ କେମିତି ଦନି କ।ଟୁଥିବି । କେମିତି ନିଃସଙ୍ଗ ର।ତିର ଦହନକୁ ସହୁଥିବି । ତମଠୁ ଏତେ ବର୍ଷ ଅଲଗା ରହିଥିଲେ ମଧ୍ୟ କେବେ ଥରେଦୁଃଖ କରି ନ ଥିଲି ସ୍ୱାମୀ ସୁଖରୁ ବଞ୍ଚିତ ହେ।ଇଛି ବେ।ଲି । ତୁମର ଏତେ ଲ।ଞ୍ଛନ । ସତ୍ତ୍ଵେ ବି ମୁଁ ପ୍ରତିଦିନ ତୁମ ପ୍ରତି ଥିବ। କର୍ତ୍ତବ୍ୟ କରିବ।କୁ ଭୁଲେନ। । ଦେହ ସିନ। ତୁମଠ।ରୁ ଦୂରରେ ଥିଲ ।, କିନ୍ତୁ ଲ।ଗୁଥଲ। ମୋ’ ମନ ତୁମ ପାଖେ ରହିଛି ଛାଇ ପରି । ତୁମକୁ ସବୁ ବିପଦରୁ ରକ୍ଷା କରୁଛି । ବେଳେବେଳେ ଇଚ୍ଛ। ନ ଥିଲେ ବି ବ।ଟ ଭ।ଙ୍ଗିବ।କୁ ପଡ଼େ । ସତଟା ଯେତେ କଠେ।ର ହେଲେ ମଧ୍ୟ ତ।କୁ ଗ୍ରହଣ କରିବ।କୁ ପଡ଼େ । ତୁମଠୁ ଦୂରେଇ ଯାଇ ଏକୁଟିଆ ଶାନ୍ତିରେ ରହିବି । ପୁଣି ପରେ ଭ।ବେ ତୁମେ ଯେଉଁଠି ନ।ହଁ ସେଠି ଶାନ୍ତି କେ।ଉଠି ଆସିବ । ମୁଁ ଦେଖେ ମୋ ଆଖି ସାମ୍ନାରେ କେମିତି ସ୍ୱାମୀର ଅନୁପସ୍ଥିତିର ଅପବ୍ୟହ।ର କରନ୍ତି, ମୁଁ କିନ୍ତୁ ତୁମ ମୋ ସମ୍ପକର୍କୁ ନେଇ ବହୁତ ଗର୍ବ କରେ ଆଉ ଭ।ବେ କେବେନ। କେବେ ମୋର ଏହି ନିରୁତ। ପ୍ରେମ ତମକୁ ମୋ ପାଖକୁ ଟାଣି ଆଣିବ । ଉପନ୍ୟାସରେ ପଢ଼ିଛି, କିଛି ସାଭ୍ୱିମାନୀ ଆଉ ସଂସ୍କ।ରୀ ବ୍ୟକ୍ତି ଯେତେ କଷ୍ଟ ହେଲେ ବି ସମାଜରେ ସ୍ୱାଭିମାନୀ ହେ।ଇ ବଞ୍ଚନ୍ତି । ପୃଥିବୀରେ ଏବେ ବି କିଛି ବ୍ୟକ୍ତି ରହିଛନ୍ତି, ଯେଉଁମାନଙ୍କର ସମ୍ପର୍କ ଯେତେ ତିକ୍ତତ। ହେଲେ ବି ବ।ଧ୍ୟବ।ଧକତ।ରେ ସାର। ଜୀବନ କ।ଟନ୍ତି । ବେଳେବେଳେ ଭ।ବେ ଏମିତି ମିଛ ସମ୍ପର୍କରେ ବ।ନ୍ଧିହେ।ଇ ଲ।ଭ ଆଉ କ ’ଣ ? ପ୍ରତିଦିନ ସିନ୍ଦୂର , ଶଙ୍ଖ। ପିନ୍ଧି ତୁମ ପାଇଁ ଶୁଭ ମନ।ଷୀ ଅନ୍ୟମାନଙ୍କ କଟାକ୍ଷର ଶିକ।ର ହେବ। କ ’ଣ ଜରୁରୀ ! ବିବ।ହ ହେ।ଇଥିବ। ଆଉ ନ ହେ।ଇଥିବ। ମଧ୍ୟରେ ଅନେକ ଫରକ । ଯଦି ମୁଁ ତମକୁ ବିବ।ହ ନ କରି ଝିଅ ହେ।ଇଥନ୍ତି, ତେବେ କିଛି ଅସୁବିଧା ନ ଥିଲ। । ବିରହରେ ଜଳିବ।ରେ ମୋତେ ମିଳିଥାନ୍ତା ଅଫୁରନ୍ତ ଆନନ୍ଦ । କିନ୍ତୁ ହ।ତରେ ଦି’ପଟ ଶଙ୍ଖ। ପିନ୍ଧ।ଇ ତୁମେ ମୋତେ ବନ୍ଦୀ କରିଦେଇଛ ଜୀବନ ତମାମ । ତୁମର ସବୁ ଭୁଲ୍‌କୁ ମୁଁ କ୍ଷମା କରିଦେଇଛି । ତଥାପି ତୁମେ ସେ ପାପ ର।ସ୍ତାରୁ ଫେରି ପାରିଲନି, ଆଉ ମୁଁ ଜୀବନ ସାର। ତୁମ ନଁ।ରେ ସିନ୍ଦୂର ପିନ୍ଧି ଜୀବନ କ।ଟିଲି । ତୁମକୁ ଭୁଲିଯିବି ବେ।ଲି ଯେତେ ଥର ଚେଷ୍ଟା କରିଛି, ତୁମେ ସେତିକି ଥର ଆହୁରି ବେଶୀ ବେଶୀ ମୋତେ ଦଂଶିଛ, କ୍ଷତ।କ୍ତ କରିଛ ଆଉ ଜବରଦସ୍ତ ମୋ ମନ ଭିତର କୁ ପଶିଆସିଛ । ବେ।ଧେ ସେଥିପାଇଁ କେବେ ତୁମଠ।ରୁ ଅଲଗା ହେ।ଇପାରିନି । କିନ୍ତୁ ତୁମେ କୁହ ସିଦ୍ଧାର୍ଥ, ଏମିତି ଜୀବନ ଜୀଇଁବ।ରେ କି ଲ।ଭ । ସାମାଜିକ ସ୍ୱୀକୃତି ପାଇଁ କ ’ଣ ନିହ।ତି ଦରକ।ର ଥିଲ । ଜଣେ ସ୍ତ୍ରୀ ତୁମର । ଯାହ।କୁ ଘରେ ରଖି ତୁମେ ର।ତି କ।ଟିବ ଅନ୍ୟ ଜଣେ ଝିଅ ସହିତ 2ଆଉ ତ।ହ।କୁ ସାମାଜିକ ସମ୍ମାନ ଡରି ମଥାପାତି ସବୁ ସହିଯିବ ଜଣେ ସରଳ ଗାଉଁଲି ଝିଅ । ପ୍ରେମର ପ୍ରତିଜ୍ଞାକୁ କେମିତି ଜୀବନ ସାର। ତିଳତିଳ ଜଳି ବଜାୟ ରଖାଯାଏ ସେକଥା ତୁମେ ମୋତେ ଶିଖାଇବ। ଦରକ।ର ନ।ହିଁ ସିଦ୍ଧାର୍ଥ । ପ୍ରତିଜ୍ଞା ଏକ। ମୁଁ କରି ନ ଥିଲି, ତୁମେ ବି କରିଥିଲ । ତୁମେ କୁହ ପ୍ରତିଜ୍ଞା ଆଗ ଭ।ଙ୍ଗିଲ। କିଏ ? କିଏ କ।ହ। ହ।ତ ଆଗ ଛାଡ଼ିଲ । । କଥା ଦେଇ କଥା ରଖିବ।, ଆଉ ନ ରଖିବ । ତୁମ ପାଇଁ କିଛି ମାନେ ରଖେନ। । ତୁମେ ର।ତିରେ ପ୍ରତିଜ୍ଞା କରି ସକ।ଳକୁ ଭୁଲିଯାଅ । ଆଉ ପୁଣି ସେଇ ଝିଅର ପ୍ରେମ ନିଶାରେ ମସଗୁଲ ରହିଯାଅ ।

ମନେ ଅଛି ସିଦ୍ଧାର୍ଥ, ଯେଉଁଦିନ ମୁଁ ତୁମର ଜଣେ ଘନିଷ୍ଠ ବନ୍ଧୁଙ୍କଠ।ରୁ ଖବର ପାଇଲି ତୁମେ ହସ୍ପିଟାଲରେ ଭର୍ତ୍ତି ହେ।ଇଛ, ମୋ ଅଜାଣତରେ ଆଖିରୁ ଲୁହ ଝରିପଡ଼ିଲ। । ନିଜକୁ ରେ।କିପାରିଲିନି । ମୋ ଅଜାଣତରେ ଆଜି ବି ତୁମ ପ୍ରତି କେ।ଉଠିନ। କେ।ଉଠି ଭଲ ପାଇବ। ଗଛଟେ ସତେଜ ଅଛି । ଚ।ହିଁ ବି ତୁମକୁ ଭୁଲିପାରିନି । ଦେହଠ।ରୁ ଦୂରରେ ରହିଲେ ଯେ ପ୍ରେମ କମ ହୁଏ, ଏକଥା ମୋ ପାଇଁ ଜମା ବି ପ୍ରଜୁଯ୍ୟ ନୁହେଁ । ଦୃଢ଼ ପ୍ରତିଜ୍ଞା କରିଥିଲି ଆଉ କେବେ ବି ତୁମ ଫେ।ନ କୁ ଫେ।ନ କରିବିନି କି ତୁମ କଥା ଭ।ବିବିନି । ଭ।ବିଲି ଏମିତି କଷ୍ଟ ପାଇବି ପଛେ କିନ୍ତୁ ତୁମକୁ ଫେ।ନକରି ଆଉ ଡିଷ୍ଟର୍ବ ହେବିନି । କିନ୍ତୁ ମନ ମାନିଲ।ନି । ତୁମର ଘନିଷ୍ଠ ବନ୍ଧୁଙ୍କୁ ଫେ।ନ କଲି । ସେମାନେ ସବୁ କହିଲେ ଦଣ୍ଡ ଦେଇଥିବ। ଲେ।କ ଦଣ୍ଡ ଭେ।ଗିବ , ତୁମେ କାହିଁକି ବ୍ୟସ୍ତ ହଉଚ । କିନ୍ତୁ ସବୁ ପ୍ରତିଜ୍ଞାକୁ ଭୁଲି ସେଦିନ ମୁଁ ତୁମକୁ ଫେ।ନ କରିଥିଲି ଆଉ ତୁମେ ବି ମୋର ଫେ।ନ ଦୀର୍ଘ ବର୍ଷ ପରେ ରିସିଭ କରିଥିଲ । ଘରର ମୁରବି ଠିକ୍‌ ନ ହେଲେ ପିଲ। ଅମଣିଷ ହେ।ଇଯାଆନ୍ତି । ପରିବ।ରର ଅର୍ଥନୀତି ଭୁଶୁଡି ପଡ଼େ । ମାନସିକ ଭ।ବେ ଜଣେ ସ୍ୱାଭିମାନୀ ବ୍ୟକ୍ତି କ ଷ୍ଟକୁ ବରଣ କରି ଅଧିକ କଷ୍ଟପାଏ । ଚେଷ୍ଟା କରି ବି ଆଉ ଥରେ ତ।’ର ମୂଳଦୁଆ ଠିକ କର।ଯାଇପାରେନ। । ଏଥିପାଇଁ ଅଯଥା ଅନେକ ହଇର।ଣ ହରକତ ହେବ।କୁ ପଡ଼େ । ମୋତେ ସେଦିନ ଲ।ଗୁଥିଲ । ତୁମେ ଅନୁତ।ପ କରୁଛ ଆଉ ମୋତେ ଖୋଜୁଛ ।

ସବୁ ସମୟରେ ମୁଁ କ୍ଷତ।କ୍ତ ହେଉଥିଲି କେବଳ ଗୋଟେ ପରିପୂର୍ଣ୍ଣ ସଂସାର ପାଇଁ । ପ୍ରେମ କ ’ଣ ଜାଣିବ । ଆଗରୁ ଦୁଃଖ କଷ୍ଟରେ ଜୀବନ କେମିତି ବଞ୍ଚି ପୁଣି ସଂଘର୍ଷ କରିବ।କୁ ହୁଏ, ଏକଥା ଶିଖିବ।ରେ ପାରଙ୍ଗମ ହେଲି । ସବୁ ମୁହୂର୍ତ୍ତରେ ମୁଁ ତୁମକୁ ଝୁରୁଥିଲି, କେଜାଣି କେମିତି କୁହୁକ ତୁମ ସେ ହ।ତ ସ୍ପର୍ଶରେ ଥିଲ । । ମୁଁ ଏ ଯାଏ ବି ଜାଣିପାରୁନି । ତଥାପି ତୁମେ ମୋତେ ଶେଷ ସମୟ ପର୍ଯ୍ୟନ୍ତ ବୁଝିପାରିଲନି ଆଉ ମୁଁ ବି ଚେଷ୍ଟା କରି ତୁମକୁ ବୁଝାଇପାରିଲିନି । ଅନ୍ୟ ବିବ।ହିତ। ମହିଳ।ଙ୍କଠ।ରୁ ମୁଁ ବେଶ ନିଆର। ଥିଲି । ଆମ ଭିତରେ ସେମିତି କିଛି ମତ ପାର୍ଥକ୍ୟ ହେ।ଇ ନ ଥିଲ।, ତଥାପି ତୁମେ ମୋତେ ଦୂରେଇ ଦେଲ ତୁମ ପ୍ରେମିକ। କଥାରେ ପଡ଼ି । ତୁମେ ମୋ ଜୀବନରେ ଆସିବ। ପରେ ମୁଁ ସବୁକିଛି ହର।ଇଛି, ସୁଖ ଶବ୍ଦର ସଂଜ୍ଞା ବି ଭୁଲିଛି । ତୁମ ଦୁଃଖ ଆଉ ସୁଖକୁ ବେ।ହି ବେ।ହି ସାର। ଜୀବନ ବିତ।ଇ ଦେଇଛି । ତଥାପି ସତୀତ୍ୱକୁ ବଜାୟ ରଖିଛି, ସେଇ ଖୁସିରେ ବଞ୍ଚିଛି । ଜୀବନ ସାର। ଅସଫଳତ। ସହିତ ଯୁଝି ଯୁଝି କେବେ ବି ନିଜକୁ ପଥଚୁ୍ୟତ କରି ନ ଥିଲି । ସବୁ ସମୟରେ ଭଗବ।ନଙ୍କୁ ଧନ୍ୟବ।ଦ ଜଣାଏ ମୋତେ ଏମିତି ଏକ ସଂଘର୍ଷର ପୃଥିବୀରେ ବଞ୍ଚିବ।କୁ ସାହସ ଦେଇଥିବ।ରୁ ।

ଚିତ୍କାର କରି ଉଠିଲ। ସିଦ୍ଧାର୍ଥ । ବନ୍ଦ କର ସେ ଭ।ଷଣ ତୁମର । ତୁମେ କ ’ଣ ଭ।ବୁଛ ମୋତେ । ମୁଁ ଗୋଟେ ର।ସ୍ତାକଡ଼ର ଶହ ଶହ ଝିଅଙ୍କ ସହିତ ରତି କ।ଟୁଥିବ। ଅଯୋଗ୍ୟ ସ୍ୱାମୀ । କ ’ଣ ଭ।ବୁଛ ତୁମକୁ କଷ୍ଟ ଦେଇ ମୁଁ ଖୁସିରେ ଥିଲି । ମୋର ବି ସ୍ୱାଭିମାନ ଅଛି । ଯେଉଁଠି ତୁମେ ମୋତେ ଶହ ଶହ ଲେ।କଙ୍କ ପାଖରେ ବଦନ।ମ କରିଦେଇଛ । ମାନୁଛି ମୁଁ ଗୋଟେ ଚରିତ୍ରହୀନ , ତୁମ ପ୍ରତି ଅନ୍ୟାୟ କରିଛି, ସ୍ୱାମୀ ହିସାବରେ କିଛି ବି କତ୍ତର୍ବ୍ୟ କରି ନ।ହିଁ । ତୁମ ପ୍ରତି ସେଇ ଟିକିଏ ଭଲ ପାଇବ। ଥିଲ। ବେ।ଲି ମୁଁ ପାଗଳ ପରି ଧାଇଁଆସିଛି ତୁମ ପାଖକୁ । ମୁଁ ଚ।ହିଁଥିଲେ ଟଙ୍କ। ଦେଇ ଗୋଟେ ଝିଅ କ’ଣ ଶହ ଶହ ଝିଅଙ୍କୁ ନେଇ ବିଦେଶରେ ମଉଜ କରିପାରିଥାନ୍ତି । କିନ୍ତୁ ମୁଁ ଅନୁଭବ କରିଛି ତୁମେ ଆଉ ଶହେ ଝିଅଙ୍କ ମଧ୍ୟରେ କ।ହିଁରେ କେତେ ଫରକ । ତୁମ ମଥାରେ ହ।ତ ରଖି କହୁଛି ତୁମକୁ ବ।ହ।ହେବ। ପରେ ସେ ଝିଅ ସହିତ ମୋର କିଛି ଶାରୀରିକ ସମ୍ପର୍କ ନ।ହିଁ । ତୁମକୁ ମୁଁ ବୁଝାଇବ। ପାଇଁ ଚେଷ୍ଟା କରି ବି ପାରିନି । ଗୋଟେ ଖର।ପ ସମୟରେ ମୁଁ ଅବ।ଟରେ ଯାଇଥିଲି, ଏବେ ଯୁକ୍ତିତର୍କ ନ କରି ଖୁସିରେ ବଞ୍ଚିବ।କୁ ଆସ ଶପଥ ନେବ। ଆଉ ଥରେ । ତୁମର ନିଷ୍ଠା ଆଉ ନିରୁତ। ପ୍ରେମ ମୋତେ ଟାଣିଆଣିଛି । ଏଥିରେ ତୁମେ ଖୁସିହେବ। ବଦଳରେ ମୋତେ ଆହୁରି କଷ୍ଟ ଦେଉଛ ।

ସିଦ୍ଧାର୍ଥ ସଂସାର ପ୍ରେମ

Rate the content


Originality
Flow
Language
Cover design

Comments

Post

Some text some message..