Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଏଲ୍ ଇଡି ବଲ୍
ଏଲ୍ ଇଡି ବଲ୍
★★★★★

© Shubham Naik

Others

1 Minutes   264    43


Content Ranking

ଘରେ ଘରେ ଉଁକିଆ ଯୋଜନା ଥି କହପାନି ଗାଁନେ ଲାଇନ୍ ଲାଗଲା ଉତାରୁ ଜହ ଉଷତ ହଉଥାଏ ରଏବାରି । ଭୋଟ୍ ସମିଆଁ ପାସକେ ଆସୁଥାଏ । ଗାଁ ଛକେ ପାଁଚ ଲୋକ୍ କଥା ହଉଥାନ । କଏଁଟୁ ଶୁନି ଆଏଲା ଆରୁ ଘର ନିଢୁକି ଥିଲାନ ଆଉ ଅଧା ବାଟୁ କହେଲା - ଏ ନେଗା ବାବୁର ମା ଶୁନୁଛୁ କାଏଁ କାହିଁ ଗଲୁରେ .....ରଏବାରି ଚୁଲହା ସାଲେ ଥାଏଟା ବାହାରି ଆଏଲା ।

 କଏଁଟୁ କହେଲା - ଏ ସରକାର ପରେ ପଂଚାଏତ ଠାନେ ଏଲଇଡି ବଲ୍ ଦେବା ମଜା ଜଲାବୁ ଘର ଉଁକିଆ ଦିସବା । ଦରକାର୍ ନାଇଁ ପଡେ ଆରୁ ବଏଠା ।

 - ସଥେଁ

 - ପଂଚାଏତ ଗଲେ ସିନେ ଯାନବୁ ଯେ ।

ୱାର୍ଡ ମେମ୍ବରର କହତି ରଏବାରି ପଂଚାଏତ ଯେଇଥିଲା । ବଲ୍ ଆନଲା ଘର ପାସର ପ୍ରମୋଦ କେ ଲଗେଇ କହେଲା । 

କଏଁଟୁ ମଦ ଥୁରେ ଢେଁକଲି ଆଏଲା ବେଲବୁଡା । ପାୱାର କଟ୍ ହଇଥେ । 

ପଏସା ମାଗଲା ରଏବାରିକେ ନିହେଲେ କହୁଥିଲା ଦେ ହେ ଏଲଇଡି ବଲ୍ ଗୁଟେ । ବୋଧେ ଆଉ ମଦ ପିଇ ଥିତା କାଏଁ । ଦୁହି ଜନକର ଭିତରେ ଝଗଡ଼ା ମୁଲ ହେଲା । ବଏଠାର ତେଲ୍ ସରି ଆସୁଥିଲା କାଏଁ ? ଲିଭ୍ ଲିଭ୍ କରୁଥିଲା ବଏଠା । ରଏବାରିର ଘରେ ଅଂଧାର କେ ସେନତା ଅଂଧାର ଦିସୁଥିଲା ।

ଶୁଭମ ନାଏକ

ତସଲାଡିହି, ସୁନ୍ଦରଗଡ଼,ଓଡିଶା

ଘରେ ଯୋଜନା ରଏବାରି

Rate the content


Originality
Flow
Language
Cover design

Comments

Post

Some text some message..