Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବଣ ଓ ବାଣୁଆ
ବଣ ଓ ବାଣୁଆ
★★★★★

© Sarat Jal

Children Inspirational

1 Minutes   1.3K    14


Content Ranking

ଦିନେ ବଣୁଆଟିଏ ଖରାବେଳେ ତା'ର ଧନୁ,ତୀର ଓ ମୁଣିକୁ କାନ୍ଧରେ ପକାଇ ବଣକୁ ଗଲା। ସେ ଯାଉଯାଉ ବାଟରେ ଗୋଟିଏ ପଥର ଦେଖି ତା'ଉପରେ କିଛି ସମୟ ବସି ବିଶ୍ରାମ ନେଲା ଓ ତା'ପରେ ସେ ପୁଣି ବାଟ ଚାଲିବା ଆରମ୍ଭ କରିଦେଲା । ସେ ବଣରେ ପହଞ୍ଚି ଦେଖିଲା ଯେ ଗୋଟିଏ ବିରାଟକାୟ ଗଛ ଉପରେ କେତେଗୁଡିଏ ଚଢେଇ ବସିଛନ୍ତି ।

ସେ ଚତୁରତାର ସହ ତା ମୁଣିରୁ ଖାଦ୍ୟ କାଢି ଗଛତଳେ ପକାଇଦେଲା । ଚଢେଇମାନେ ଖାଦ୍ୟ ପଡିଥିବାର ଦେଖି ଗଛତଳକୁ ଧାଇଁ ଆସିଲେ। ସାଙ୍ଗେସାଙ୍ଗେ ଖାଦ୍ୟ ଖାଇବାରେ ଲାଗିଲେ । ଚଢେଇମାନେ ଖାଦ୍ୟ ଖାଉଥିବା ବେଳେ ଚତୁର ବାଣୁଆଟି ସେମାନଙ୍କ ଉପକୁ ତା ଜାଲ ପକାଇଦେଲା । ବିଚରା ଚଢେଇମାନେ ଖାଦ୍ୟ ଲୋଭରେ ନିଜର ପ୍ରାଣ ତ୍ୟାଗ କଲେ । ବାଣୁଆ ସବୁ ଚଢେଇକୁ ମୁଣିରେ ଧରି ଖୁସିମନରେ ଘରକୁ ଫେରିଲା ।

ଅତି ଲୋଭରୁ ହୁଏ ମୃତ୍ୟୁ

ଏ କଥା ପିଲେ ରଖ ହେତୁ ॥

ଖାଦ୍ୟର ଲୋଭ ଭୟଙ୍କର

ଲୋଭକୁ ତେଜ ଗୁଣିନର ॥

ଶରତ ଚନ୍ଦ୍ର ଜାଲି

ତା:୭/୮/୧୮

ବାଣୁଆ ତୀର ପଥର

Rate the content


Originality
Flow
Language
Cover design

Comments

Post

Some text some message..