Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Children Inspirational

2  

Sarat Jal

Children Inspirational

ବଣ ଓ ବାଣୁଆ

ବଣ ଓ ବାଣୁଆ

1 min
1.5K


ଦିନେ ବଣୁଆଟିଏ ଖରାବେଳେ ତା'ର ଧନୁ,ତୀର ଓ ମୁଣିକୁ କାନ୍ଧରେ ପକାଇ ବଣକୁ ଗଲା। ସେ ଯାଉଯାଉ ବାଟରେ ଗୋଟିଏ ପଥର ଦେଖି ତା'ଉପରେ କିଛି ସମୟ ବସି ବିଶ୍ରାମ ନେଲା ଓ ତା'ପରେ ସେ ପୁଣି ବାଟ ଚାଲିବା ଆରମ୍ଭ କରିଦେଲା । ସେ ବଣରେ ପହଞ୍ଚି ଦେଖିଲା ଯେ ଗୋଟିଏ ବିରାଟକାୟ ଗଛ ଉପରେ କେତେଗୁଡିଏ ଚଢେଇ ବସିଛନ୍ତି ।

ସେ ଚତୁରତାର ସହ ତା ମୁଣିରୁ ଖାଦ୍ୟ କାଢି ଗଛତଳେ ପକାଇଦେଲା । ଚଢେଇମାନେ ଖାଦ୍ୟ ପଡିଥିବାର ଦେଖି ଗଛତଳକୁ ଧାଇଁ ଆସିଲେ। ସାଙ୍ଗେସାଙ୍ଗେ ଖାଦ୍ୟ ଖାଇବାରେ ଲାଗିଲେ । ଚଢେଇମାନେ ଖାଦ୍ୟ ଖାଉଥିବା ବେଳେ ଚତୁର ବାଣୁଆଟି ସେମାନଙ୍କ ଉପକୁ ତା ଜାଲ ପକାଇଦେଲା । ବିଚରା ଚଢେଇମାନେ ଖାଦ୍ୟ ଲୋଭରେ ନିଜର ପ୍ରାଣ ତ୍ୟାଗ କଲେ । ବାଣୁଆ ସବୁ ଚଢେଇକୁ ମୁଣିରେ ଧରି ଖୁସିମନରେ ଘରକୁ ଫେରିଲା ।

ଅତି ଲୋଭରୁ ହୁଏ ମୃତ୍ୟୁ

ଏ କଥା ପିଲେ ରଖ ହେତୁ ॥

ଖାଦ୍ୟର ଲୋଭ ଭୟଙ୍କର

ଲୋଭକୁ ତେଜ ଗୁଣିନର ॥

ଶରତ ଚନ୍ଦ୍ର ଜାଲି

ତା:୭/୮/୧୮


Rate this content
Log in

Similar oriya story from Children