Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ଜଗତର୍ ହିତେ

ଜଗତର୍ ହିତେ

1 min
222


ଜଗତର୍ ହିତେ ଉଦସି ସୁରୁଜ୍

ଉଦ୍‌‌ସିି ଚନ୍ଦର୍ ତାରା

ଜଗତର୍ ହିତେ ଵୁହି ଯାଏସି

ଗଙ୍ଗା ଯମୁନାର୍ ଧାରା । ୧


ଜଗତର୍ ହିତେ ହେସି ରାଏତ୍

ହେସି ଆରୁ ବି ଦିନ୍

ଜଗତର୍ ହିତେ ଗଛ୍ ବଢ୍‌‌ସି 

କେନ୍ଦୁ,ମହୁଲ୍,ଚାଁର୍,ଛିିନ୍। ୨


ଜଗତର୍ ହିତେ କୁଇଲି ଗାଏସି

କୁଆ ଵନ୍‌‌ସୀ ଦୁୁତ୍

ଜଗତର୍ ହିତେ କୁକ୍‌ରା ଡାକ୍‌ସି,

କେତେ ଶୁୁୁୁଇଵୁ ଉଠ୍ ? ୩


ଜଗତର୍ ହିତେ କହଁଁର୍ ଛୁୁଟାସି,

ଗୁଲା,ମାଲତି,ମଲି

ଜଗତର୍ ହିତେ ଠଙ୍ଗ୍‌‌ରୋ ଝିଟ‌‌କା

ଜୁଏତି ଯାଏସି ଜଲି। ୪


ଜଗତର୍ ହିତେ ଛେତ୍‌ରା ଵୁୁଟା

ସହେସି ମାନେ'ର୍ ପାହାଁଁ

ଜଗତର୍ ହିତେ ଝରନ୍ ବୁହିସି

ଵହଁଡି ଗୁପି ରାହା। ୫


ଜଗତର ହିତେ ନି ଗନିି କରି

ଦୁଖର୍ ମୁନ୍ଦଲ୍ ଠେଟ୍

କୋସଲ୍ ମାଏଟ୍ ବୁୁଝା ଵୁହିଛେ

ନି ବାଛି ଵରନ୍ ଜେ'ତ୍। ୬


ଜଗତର୍ ହିତେ ରହିିିିଛେ ପବନ୍

ଵାଦଲ୍,ମାଏଟ୍,ଜୁୁଏ

ଜଗତର୍ ହିତେ ଜନମ୍ ହେଇଛୁୁଁ

କୋସଲ୍ ମାଟିର୍ ଛୁଏ । ୭



Rate this content
Log in