Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ପେଟ ଓ ଶରୀର

ପେଟ ଓ ଶରୀର

1 min
7.3K


ଥରେ ଶରୀରର ବିଭିନ୍ନ ଅଂଶ ପେଟ ଉପରେ ରାଗିଗଲେ । ସେମାନେ କହିଲେ ଆମେ ସମସ୍ତେ ତ କାମ କରୁଛୁ କିନ୍ତୁ ଏ ପେଟ କିଛି ବି କାମ ନକରି ଖାଲି ଆରାମ୍ରେ ଅଛି । ସେଥିପାଇଁ ପେଟକୁ ଗୋଟିଏ ଶିକ୍ଷା ଦେବାକୁ ଯାଇ ପେଟ ସହିତ ସେମାନେ ଅସହଯୋଗ କଲେ । ଏମିତିକି ହାତ ଆଉ ଖାଇବା ଜିନିଷ ଉଠାଇଲା ନାହିଁ, ଦାନ୍ତ ବି ଆଉ ଚୋବାଇଲା ନାହିଁ । ଫଳରେ ପେଟକୁ ଆଉ ଖାଇବା ଜିନିଷ ଗଲାନାହିଁ । ଏଣେ ଖାଇବାକୁ ନପାଇ ଶରୀରକୁ ବଡ ଦୁର୍ବଳ ଲାଗିଲା ଏବଂ ତାର ବିଭିନ୍ନ ଅଂଶ ମଧ୍ୟ ଦୁର୍ବଳ ହୋଇଗଲା । ହାତ, ଗୋଡ, ପାଟି ସବୁ ଦୁର୍ବଳତାରୁ ଆଉ ହଲି ପାରିଲେ ନାହିଁ ।

ସେମାନେ ଏବେ ବୁଝିଲେ ଯେ ସମସ୍ତ ଶରୀରର ସବୁ ଅଂଶର କିଛି ନା କିଛି କାମଥାଏ । ସେମାନେ କୌଣସି ଅଂଶକୁ ମୂଲ୍ୟବାନ ବୋଲି ଭାବିବା ଆଦୌ ଠିକ୍ ହେବ ନାହିଁ ।

ସମସ୍ତେ ମିଳିମିଶି କାମ କଲେ ହିଁ ସମୂହ ଉନ୍ନତି ହୋଇଥାଏ ।


Rate this content
Log in

Similar oriya story from Children