Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibyajyoti Mohanty

Abstract

2.5  

Dibyajyoti Mohanty

Abstract

ପତ୍ର ପ୍ରତିଜ୍ଞାର

ପତ୍ର ପ୍ରତିଜ୍ଞାର

1 min
1.6K


ପ୍ରେମିକା ମୋର ପତ୍ର ପଠେଇଛି, ସେଥିରେ ଲେଖିଛି ସମାଜର ମେଘନାଦ ପ୍ରାଚୀର ପରି ଏ ପ୍ରତିବନ୍ଧକତା ଆଗରେ ସେ ନିରୂପାୟ । ପାପ ପୁଣ୍ୟର ପ୍ରେମ ଭିତରେ ପୁଣ୍ୟ ଟିକିଏ ପାଇବା ଆଶାରେ, କରିବସିଥିଲା କାଳେ ସେ ପ୍ରେମର ପାଗଳାମୀ ।

କାଳେ ପିଲାଳିଆ ମନରେ ତାର ଦୁଷ୍ଟ ଫଗୁଣଟା ପ୍ରୀତିର ପିଆଲା ତୋଳିଥିଲା । କହିଛି ତାକୁ ପାଶୋରି ଦେବା ପାଇଁ ମୋତେ ପ୍ରତିଜ୍ଞା କରିବାକୁ ହେବ ନଚେତ୍ ତା’ ପାପା କହିଛନ୍ତି ପରିଣାମ ଖରାପ ହୋଇପାରେ ।

ସାତ ଜନମର ସାଥୀ ହେବାର ପ୍ରତିଜ୍ଞା ଭାଙ୍ଗି ସେ ପର ପୁରୁଷର ପାଦରେ ପାଦ ମିଶାଇ ଜୀବନଟା କାଟିଦେବ।ମାତ୍ର ମୁଁ ବୁଝିପାରୁନି ପ୍ରେମିକା ମୋର ପ୍ରତିଜ୍ଞାର ପତ୍ର ପଠାଇଛି କି ପ୍ରତାରଣାର...  

ଦିବ୍ୟଜ୍ୟୋତି ମହାନ୍ତ

ph.no-7377510254

Email-mikunmohanty63@gmail.com


Rate this content
Log in

Similar oriya story from Abstract