Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପତ୍ର ପ୍ରତିଜ୍ଞାର
ପତ୍ର ପ୍ରତିଜ୍ଞାର
★★★★★

© Dibyajyoti Mohanty

Abstract

1 Minutes   1.5K    16


Content Ranking

ପ୍ରେମିକା ମୋର ପତ୍ର ପଠେଇଛି, ସେଥିରେ ଲେଖିଛି ସମାଜର ମେଘନାଦ ପ୍ରାଚୀର ପରି ଏ ପ୍ରତିବନ୍ଧକତା ଆଗରେ ସେ ନିରୂପାୟ । ପାପ ପୁଣ୍ୟର ପ୍ରେମ ଭିତରେ ପୁଣ୍ୟ ଟିକିଏ ପାଇବା ଆଶାରେ, କରିବସିଥିଲା କାଳେ ସେ ପ୍ରେମର ପାଗଳାମୀ ।

କାଳେ ପିଲାଳିଆ ମନରେ ତାର ଦୁଷ୍ଟ ଫଗୁଣଟା ପ୍ରୀତିର ପିଆଲା ତୋଳିଥିଲା । କହିଛି ତାକୁ ପାଶୋରି ଦେବା ପାଇଁ ମୋତେ ପ୍ରତିଜ୍ଞା କରିବାକୁ ହେବ ନଚେତ୍ ତା’ ପାପା କହିଛନ୍ତି ପରିଣାମ ଖରାପ ହୋଇପାରେ ।

ସାତ ଜନମର ସାଥୀ ହେବାର ପ୍ରତିଜ୍ଞା ଭାଙ୍ଗି ସେ ପର ପୁରୁଷର ପାଦରେ ପାଦ ମିଶାଇ ଜୀବନଟା କାଟିଦେବ।ମାତ୍ର ମୁଁ ବୁଝିପାରୁନି ପ୍ରେମିକା ମୋର ପ୍ରତିଜ୍ଞାର ପତ୍ର ପଠାଇଛି କି ପ୍ରତାରଣାର...  

ଦିବ୍ୟଜ୍ୟୋତି ମହାନ୍ତ

ph.no-7377510254

Email-mikunmohanty63@gmail.com

ପ୍ରେମିକା ପତ୍ର ପ୍ରତିଜ୍ଞା

Rate the content


Originality
Flow
Language
Cover design

Comments

Post

Some text some message..