Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract Others

1.5  

Rasmi Rekha Tripathy

Inspirational Abstract Others

ଅପାରଗ

ଅପାରଗ

1 min
14.6K



       ମୁଁ ତାକୁ ତାର ପ୍ରାପ୍ୟ ବାଦେ ଆଉ କିଛି ଅଧିକା ଦେବାକୁ ଚାହୁଁଥିଲି l ପ୍ରଥମରୁ ହିଁ ମୋର ଭରସା ନ ଥିଲା ତା ଉପରେ l ଠିକ୍ ଭାବରେ ବସି ବି ପାରୁନି ଝିଅଟି l ସେ କଣ ଏତେ କମ୍ ସମୟ ମଧ୍ୟରେ ଏ ପାଣ୍ଡୁଲିପିଟା ଟାଇପ୍ କରି ଦେଇ ପାରିବ ?

ମୋ ମନରେ ସନ୍ଦେହ ଥିଲା l ସେ କିନ୍ତୁ ମୋ ମନର ସନ୍ଦେହକୁ ଦୂର କରି ଠିକ୍ ସମୟରେ ମୋତେ ପାଣ୍ଡୁଲିପିଟି ଦେଇଦେଲା l ଅଥଚ ଜମ୍ମା ରାଜି ହେଲା ନାହିଁ ପ୍ରାପ୍ୟ ଠାରୁ ଅଧିକା ନେବା ପାଇଁ l ବରଂ ଅନୁରୋଧ କଲା, ତା ପାଇଁ ଆଉ କିଛି କାମ ଯୋଗାଇଦେବା ପାଇଁ l ମୁଁ ଭାବୁଥିଲି, ଯଦି ଏହି ଝିଅଟିକୁ ଅପାରଗ ବୋଲି କୁହାଯିବ, ତେବେ ସେହି ମଣିଷଟିକୁ କଣ କୁହାଯିବ, ଯିଏ କି ନୂତନ ଲେଖିକ/ଲେଖିକାମାନଙ୍କୁ ପାଠକ ସମାଜରେ ପରିଚିତ କରେଇବା ନାଁରେ ନିଜର ଆର୍ଥିକ ଅସ୍ୱଚ୍ଛଳତାର ବାହାନା କରି କୌଣସି ନା କୌଣସି ବାହାନାରେ ଆର୍ଥିକ ସାହାଯ୍ୟ ନେଉଛି ଓ ତାକୁ କେବେ ବି ଫେରେଇବାର ନାଁ ବି ଧରୁନି ?


Rate this content
Log in

Similar oriya story from Inspirational