Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

2  

Disambar Meher

Others

ଦିନକିଆ ଘର୍

ଦିନକିଆ ଘର୍

1 min
659


ମାଛି ଅନ୍ଦ୍ରିଆ ସମିଆଁନେ ନମିତାଦେବି ଘର୍ ଦୁଆରେ ଥିବାର୍ ତୁଲସୀ ଚଉଁରାନେ ଦୀପ୍ ଜଲେଇ କରି ପୁଜା କରୁଥିଲେ ଆର୍ ଦିକ୍ଷିତ୍ ବାବୁ ତାକର୍ ଚଉକିନେ ବସିକରି ଆଗରତାଲାନେ ବାଙ୍ଗଲାଦେଶୀ ଛତା ବହି ଟେ ଧରିକରି ପଡୁଥିଲେ ।

ଛନେକ ଗଲାକେ ନମିତାଦେବି ଚା' କପେକ୍ ଧରିକରି ଦିକ୍ଷିତ୍ ବାବୁର୍ ପାସ୍କେ ଆସ୍ଲେ । ଦିକ୍ଷିତ୍ ବାବୁ ବହି ପଢିପଢି ଚା' ପିଉଥିଲେ ଆର୍ ତାକର୍ କନିଆଁକେ ମୁହୁଁ ଦେଖିକରି କହେଲେ

--ଆର୍ କେତେ ଦିନ୍ ଗଲେ ତ ମୋର୍ ଚାକ୍ରି ସରବା ଆର୍ ଆମ୍ କେ ଇ ସରକାରି କୁରିଆ ଛାଡବାକେ ପଡବା ।

ନମିତା ଦେବି--ଜେ କାଏଁ ହେଲା ,ଚାକ୍ରି ସିନେ ସର୍ବା ଆମର୍ କୁଦୋପାଲିନେ ତ ହେତକି ବଡ ଘର୍ ଟେ ପରିଛେ ହେନ ରହେମା ।

ଦିକ୍ଷିତ୍ ବାବୁ ମୁଲ୍କି ହଁସି ଟେ ଦେଲେ ଆର୍ କେହେଲେ ଦିନେକ୍ ଭି ତ ହେ ଘର୍ କେ ଆମ୍ କେ ଛାଡବାକେ ପର୍ବା ।ମୁନୁସ୍ ଇ ସଁସାର୍ କେ ନାଟ୍ କରି ଆଏସି । ନାଟ୍ ସର୍ଲେ ତ ମଚାନ୍ ଛାଡବାକେ ହିଁ ତ ପଡସି । ହେନ୍ତା ମୁନୁସ୍ ଜୀବନ୍ ଭି ଦିନକିଆ ଘରର୍ ଜୀବନ୍ ବାଗିର୍ ଆଏ । ଦୁହି ଲୋକ୍ ମୁହୁଁକେ ମୁହୁଁ ଦେଖାଦେଖି ହେଇକରି କଥାବାର୍ତ୍ତାନେ ଭାବ୍ନା ରାଏଜେ ବୁଡିଗଲେ ।

ମୂଲ ଲେଖା-ବଲଦେବ ଦିକ୍ଷୀତ୍(ଓଡିଆ)

ଅନୁବାଦ-ଡିସମ୍ୱର ମେହେର(କୋସଲି)

ଗଣ୍ତାବାହାଲି,ନୂଆପଡା


Rate this content
Log in