Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦିନକିଆ ଘର୍
ଦିନକିଆ ଘର୍
★★★★★

© Disambar Meher

Others

1 Minutes   451    48


Content Ranking

ମାଛି ଅନ୍ଦ୍ରିଆ ସମିଆଁନେ ନମିତାଦେବି ଘର୍ ଦୁଆରେ ଥିବାର୍ ତୁଲସୀ ଚଉଁରାନେ ଦୀପ୍ ଜଲେଇ କରି ପୁଜା କରୁଥିଲେ ଆର୍ ଦିକ୍ଷିତ୍ ବାବୁ ତାକର୍ ଚଉକିନେ ବସିକରି ଆଗରତାଲାନେ ବାଙ୍ଗଲାଦେଶୀ ଛତା ବହି ଟେ ଧରିକରି ପଡୁଥିଲେ ।

ଛନେକ ଗଲାକେ ନମିତାଦେବି ଚା' କପେକ୍ ଧରିକରି ଦିକ୍ଷିତ୍ ବାବୁର୍ ପାସ୍କେ ଆସ୍ଲେ । ଦିକ୍ଷିତ୍ ବାବୁ ବହି ପଢିପଢି ଚା' ପିଉଥିଲେ ଆର୍ ତାକର୍ କନିଆଁକେ ମୁହୁଁ ଦେଖିକରି କହେଲେ

--ଆର୍ କେତେ ଦିନ୍ ଗଲେ ତ ମୋର୍ ଚାକ୍ରି ସରବା ଆର୍ ଆମ୍ କେ ଇ ସରକାରି କୁରିଆ ଛାଡବାକେ ପଡବା ।

ନମିତା ଦେବି--ଜେ କାଏଁ ହେଲା ,ଚାକ୍ରି ସିନେ ସର୍ବା ଆମର୍ କୁଦୋପାଲିନେ ତ ହେତକି ବଡ ଘର୍ ଟେ ପରିଛେ ହେନ ରହେମା ।

ଦିକ୍ଷିତ୍ ବାବୁ ମୁଲ୍କି ହଁସି ଟେ ଦେଲେ ଆର୍ କେହେଲେ ଦିନେକ୍ ଭି ତ ହେ ଘର୍ କେ ଆମ୍ କେ ଛାଡବାକେ ପର୍ବା ।ମୁନୁସ୍ ଇ ସଁସାର୍ କେ ନାଟ୍ କରି ଆଏସି । ନାଟ୍ ସର୍ଲେ ତ ମଚାନ୍ ଛାଡବାକେ ହିଁ ତ ପଡସି । ହେନ୍ତା ମୁନୁସ୍ ଜୀବନ୍ ଭି ଦିନକିଆ ଘରର୍ ଜୀବନ୍ ବାଗିର୍ ଆଏ । ଦୁହି ଲୋକ୍ ମୁହୁଁକେ ମୁହୁଁ ଦେଖାଦେଖି ହେଇକରି କଥାବାର୍ତ୍ତାନେ ଭାବ୍ନା ରାଏଜେ ବୁଡିଗଲେ ।

ମୂଲ ଲେଖା-ବଲଦେବ ଦିକ୍ଷୀତ୍(ଓଡିଆ)

ଅନୁବାଦ-ଡିସମ୍ୱର ମେହେର(କୋସଲି)

ଗଣ୍ତାବାହାଲି,ନୂଆପଡା

ମାଛି ସମିଆଁ ଅନ୍ଦ୍ରିଆ

Rate the content


Originality
Flow
Language
Cover design

Comments

Post

Some text some message..