Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

2  

Neelima Nivedita Behera

Others

କିଛି ସତ କଥା 1

କିଛି ସତ କଥା 1

1 min
1.5K


- ତୁ କ'ଣ ସୁନ୍ଦରୀ ହେବାକୁ ଚାହୁଁ ନୁ ?

- ନା !

- କାଇଁ ? ମୋର ଇଚ୍ଛା ତ, ମରିଲାବେଳକୁ ବି ଯେମିତି ମୁଁ ସୁନ୍ଦରୀ ଦିଶୁଥିବି ।

- ହିଃ ହିଃ ହିଃ !!!

- ହସିଲୁ ଯେ ? ତୁ ପ୍ରଥମ, ଯିଏ ନିଜକୁ ସୁନ୍ଦର ଦେଖିବାକୁ ଚାହୁଁନି ?

- ସୃଷ୍ଟିକର୍ତ୍ତା ଭଗବାନଙ୍କ ସର୍ଜନା ଆମେ । ସୁନ୍ଦର ତ ନିଶ୍ଚିନ୍ତ, ଏଥିରେ ମୋର ସନ୍ଦେହ ନାହିଁ । ବାକି ରହିଲା ରୂପଭେକ କଥା । ଗଛ ଅଗ କାଟିଲେ ଯେମିତି ଗଛ ଝଙ୍କାଳିଆ ଧରେ ! ଠିକ୍ ସେମିତି ମଝିରେ ମଝିରେ ନିଜର ମେଣ୍ଟେନାନ୍ସ ଦରକାର । ଏଇ କିଛିଦିନ ତଳେ ତ କରେଇଥିଲି ୧୨,୦୦୦ ଟଙ୍କା ଦେଇ

:P

- ହାଃ ହାଃ ହାଃ !

- ହୁଁ । ବୁଝିଲି । ମେଣ୍ଟେନାନ୍ସ । ଚାଲ ଚାଲ । ଟିକିଏ ନିଜକୁ ମେଣ୍ଟେନାନ୍ସ କରେଇ ଆଣିବାରେ ପିଲେ ।


Rate this content
Log in