Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chirasmita Mishra

Inspirational

2  

Chirasmita Mishra

Inspirational

ମାଉସୀ

ମାଉସୀ

1 min
1.8K


ଦ୍ରୁତ ଗତି ରେ ଯାଉଥିବା କାରଟି ହଠାତ୍ହ ମାଉସୀ କଁ ଅନୁରୋଧ ରେ ଅଟକି ଗଲା . ମୁଣ୍ଡ ର ଚୁଟି ସିନା ଧଳା ହେଇଗଲାଣି ହେଲେଁ ଆଖିର ଚମକ ଏବେ ବି ଆସମାନୀ ନୀଳ.

ଯୁବ ଗହଣାର ଲମ୍ବା ଲାଇନିରେ ମାଉସୀ ଛିଡାହେଇଗଲେ .

ଡ୍ରାଇଭର ବିରକ୍ତି ର ସହ ଡାକ ପକେଇଲା , "ମାଉସୀ, ତମକୁ ଆଶ୍ରମରେ ଛାଡି ମୁ ମୋର କାମକୁ ଯିବି, ଅଯଥା ଲେଟ କାହିଁକି କରୁଛ"

"ରହ ବାପା , ଆଜି ଏଇ ଓଡ଼ିଶା ଆଇଡୋଲର ମଂଚରେ ଗାଇକିଯିବି. ତୁ ମନା କରନା ପ୍ଲୀଜ"

ରାସ୍ତା କଡ଼ ର ହର୍ନ ର କର୍କଶ ଶବ୍ଦ ଓ କୋଳାହଳରେ ମାଉସୀଙ୍କ ସ୍ବପ୍ନର ଶବ୍ଦ ସ୍ପଷ୍ଟ ବାରି ହେଇଯାଉଥିଲା. ଏବଂ ତାର ମହକ ଆଜି ପୁରା ସନ୍ଧ୍ୟା ଧୂପ ସହ ଖେଳିଯିବ ଯେବେ ଏପିଶୋଡ ଟିଭିରେ ଆସିବ


Rate this content
Log in

Similar oriya story from Inspirational