Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chandra Sahu

Others

2  

Chandra Sahu

Others

ଶ୍ରାବଣୀ ଓ ସବୁଜିମା

ଶ୍ରାବଣୀ ଓ ସବୁଜିମା

1 min
1.0K


ଶ୍ରାବଣୀ ଏତେ ଦିନ ପରେ ତୁମେ ଆସିଅଛ ଫେରି ଭାବିଥିଲି ଖେଳିବି ମୁଁ ଦୋଳି ଧରି ତୁମ କୃଷ୍ଣ କବରୀ ତୁମ ମାଟି ଭିଜା ଦେହର ବାସ୍ନାରେ ହେବି ମତୁଆଲା । ମୁଁ ପାହାଡ , ସ୍ଥାଣୁ ନାହିଁ ମୋର ଡେଣା ଉଡିବାକୁ ଛୁଇଁ ଛୁଇଁ ଅନେକ ଅଗଣା ଖାଇଥିଲି ତୁମ ରାଣ ଆସୁପଛେ ସୁନାର ମୃଗୁଣୀ ଛାଡିବିନି ସୀମାରେଖା କରି ଥିବି ତୁମରି ଅପେକ୍ଷା । ପ୍ରେମର ମୁଠାଏ ଦିନ ପୀରତି ର ମୁଠାଏ ଜୋଛନା କେତେ କାମ୍ୟ ସାରା ଜୀବନର ନିଃସଙ୍ଗତା ଠାରୁ । ମୋର ଅବଶ ଅଂଗ ରେ ତୁମେ ଭରିଦିଅ ନବ କିଶଳୟ ଆନନ୍ଦାଶ୍ରୁ ଧୋଇଦିଏ ତନୁମନ ଯୁଗ ଯୁଗ ଅମର ଆମର ଏ ଅପୂର୍ବ ପୁର୍ନମିଳନ। . . . . . . . . . . . . . . . ଚନ୍ଦ୍ର


Rate this content
Log in