Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriya Pattnaik

Others

1  

Sriya Pattnaik

Others

ଆଇସ୍କ୍ରିମ

ଆଇସ୍କ୍ରିମ

1 min
498


ଆଇସ୍କ୍ରିମ " ଏକ ଅତୀତ କାହାଣୀକୁ ନେଇ ଆଧାରିତ । ଦୁଇ ପିଲାଂକ ମଧ୍ୟରେ ଥିବା ବଂଧୁତା ଓ ଆଇସ୍କ୍ରିମ

ଦ୍ୱାରା କିପରି ସବୁକିଛି ପରିବର୍ତ୍ତନ ହୋଇ ଯାଇଛି ତାର ଉପସ୍ଥାପନା କରାଯାଇଛି ।ମୋର ମନେ ଅଛି ମୁଁ ଏତିକି କହି ଅଚେତ ହୋଇଗଲି “... ଆଇସ୍କ୍ରିମ.. ଆଇସ୍କ୍ରିମ.. ଆଇସ୍କ୍ରିମ.....” ।ଏଇ ଶବ୍ଦ ସତରେ ଶୁଣିଲା ମାତ୍ରେ ଦେହ ଭିତରେ ଯେମିତି କ’ଣ ସବୁ ଘଟି ଯାଏ କହିବା ମୁସ୍କିଲ୍ ।


Rate this content
Log in