Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Karjee

Others

5.0  

Trilochan Karjee

Others

ଆଇଟମ ଗାର୍ଲ

ଆଇଟମ ଗାର୍ଲ

1 min
357


ସେଦିନ ଯାତ୍ରା ପଡିଆ ପେଣ୍ଡାଲରେ ପ୍ରବଳ ଭିଡ଼।

ଦର୍ଶକ ମାନଙ୍କର ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା କେହି ଜଣେ କହୁଥାଏ ଆଜି କଟକ ମେଲୋଡି ଆସିବ।

ଆଉ ଜଣେ କହୁଥାଏ ଆଜି ସମ୍ବଲପୁରୀ ଡିଜେ ଆସିବ ।

କିନ୍ତୁ ସତ କଥାଟା ଭଲ ନୃତ୍ୟ ପରିବେଷଣ କରି ପାରୁଥିବା, ଜଣେ ଜଣାଶୁଣା ଆଇଟମ ଗାର୍ଲ ଆସୁଛି।

ଯଥା ସମୟରେ ମେଲୋଡି ଆରମ୍ଭ ହୋଇଥିଲା।

ଆଇଟମ ଗାର୍ଲ ବି ତାର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲା ଯେ ଖାଲି ତାଳି ମାଡ଼ରେ କମ୍ପିଲା।

ସେ କୁଆଡେ ନିଜର ସମସ୍ତ ପ୍ରକାରର ଅଙ୍ଗ ପ୍ରଦର୍ଶନ କରିବାକୁ ବି ପଛେଇ ନଥିଲେ । ସମସ୍ତଙ୍କୁ ମତୁଆଲା କରିଦେଲା।

କିଛି ଦର୍ଶକ ବିଭୋର ହୋଇ ପେଣ୍ଡାଲ ଉପରକୁ ଉଠି ତା ସହିତ ନୃତ୍ୟ କରିଥିଲେ। ଶେଷରେ ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ ସଂଘ ତରଫରୁ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିଲା ।

ତାପରେ ପ୍ରଶାସନ ପକ୍ଷରୂୁ ଯାତ୍ରାରେ ଆଇଟମ ନୃୃୃତ୍ୟ କୁୁ ନିଷେଧାଦେଶ ଜାରି କଲେ । ଯାତ୍ରାରେ ଏପରି ଅଶ୍ଲୀଳ ନୃତ୍ୟ ଉପରେ କାଟକଣା ଲାଗୁ କଲେ ।


ପୂର୍ବ ପରି ଯାତ୍ରା ଚାଲୁ ରହିଲା

କିନ୍ତୁ ଆଉ ଆଇଟମ ଗାର୍ଲ ନୃତ୍ୟ ନଥିଲା। ପୂର୍ବ ରାତି ଭଳି ଆଉ ଦର୍ଶକଙ୍କର ଭିଡ ପରିଲକ୍ଷିତ ହେଉନଥିଲା । ଶୁଣିବାକୁ ମିଳିଲା ଏଥର ଠାରୁ ଯାତ୍ରା ବନ୍ଦ ହୋଇଯିିିବ । କାରଣ ଆଇଟମ ଗାର୍ଲ ନଥିବାରୁ ତାଙ୍କ ବେପାର ଠପ୍ ହେବାକୁ ବସିଲାଣି।


Rate this content
Log in