Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ମର୍ଯ୍ୟାଦା

ମର୍ଯ୍ୟାଦା

1 min
14.6K



ନାନୀ, ପିଉଷା କହୁଥିଲେ ଆଉ କିଛି ଦିନ ରହିଯିବା ପାଇଁ l

ମୋର ବି ଇଛା ଥିଲା l ନନା କିନ୍ତୁ ଆଉ ଥରେ ଆସିଲେ ରହିବୁ ବୋଲି କହି, ମୋତେ ସେଠାରୁ ନେଇ ଆସିଲେ l ମୁଁ ଜାଣିଥିଲି ନନା ମିଛ କହୁଥିଲେ l ଆମ ଘରେ ଆଧୁନିକ ଜିନିଷ କିଛି ନାହିଁ l ନାନୀ ଘରେ ଥିବା ଏ.ସି. ଓ ହୋମ୍ ଥିଏଟର୍ ମୋର ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା l ତେଣୁ ମୁଁ ନନାଙ୍କ ଉପରେ ଅସନ୍ତୁଷ୍ଟ ଥିଲି l ରାସ୍ତାରେ ଅଭିଯୋଗ କଲି, ସେ କାହିଁକି ମିଛ କହିଲେ ?

         

: ବନ୍ଧୁ ରହ ରହ କହୁଥିବ, ଆଉ ତୁମେ ଚାଲି ଆସୁଥିବ, ତେବେ ହିଁ ବନ୍ଧୁର ମର୍ଯ୍ୟାଦା ରହିବ l ଶାନ୍ତ ଭାବରେ କହିଲେ ନନା ମୋର l


Rate this content
Log in

Similar oriya story from Inspirational