Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମର୍ଯ୍ୟାଦା
ମର୍ଯ୍ୟାଦା
★★★★★

© Rasmi Rekha Tripathy

Inspirational Abstract Others

1 Minutes   14.6K    9


Content Ranking


ନାନୀ, ପିଉଷା କହୁଥିଲେ ଆଉ କିଛି ଦିନ ରହିଯିବା ପାଇଁ l

ମୋର ବି ଇଛା ଥିଲା l ନନା କିନ୍ତୁ ଆଉ ଥରେ ଆସିଲେ ରହିବୁ ବୋଲି କହି, ମୋତେ ସେଠାରୁ ନେଇ ଆସିଲେ l ମୁଁ ଜାଣିଥିଲି ନନା ମିଛ କହୁଥିଲେ l ଆମ ଘରେ ଆଧୁନିକ ଜିନିଷ କିଛି ନାହିଁ l ନାନୀ ଘରେ ଥିବା ଏ.ସି. ଓ ହୋମ୍ ଥିଏଟର୍ ମୋର ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା l ତେଣୁ ମୁଁ ନନାଙ୍କ ଉପରେ ଅସନ୍ତୁଷ୍ଟ ଥିଲି l ରାସ୍ତାରେ ଅଭିଯୋଗ କଲି, ସେ କାହିଁକି ମିଛ କହିଲେ ?

         

: ବନ୍ଧୁ ରହ ରହ କହୁଥିବ, ଆଉ ତୁମେ ଚାଲି ଆସୁଥିବ, ତେବେ ହିଁ ବନ୍ଧୁର ମର୍ଯ୍ୟାଦା ରହିବ l ଶାନ୍ତ ଭାବରେ କହିଲେ ନନା ମୋର l

ମର୍ଯ୍ୟଦା ଟି.ଭି ଆସବାପତ୍ର

Rate the content


Originality
Flow
Language
Cover design

Comments

Post

Some text some message..