Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational

2  

Akshayakumar Dash

Inspirational

ପ୍ରେମ

ପ୍ରେମ

1 min
330


ପ୍ରେମ କରିବା ପାଇଁ ଜୀବନ । ମନୁଷ୍ୟ ଠାରୁ ଇତର ପ୍ରାଣୀଙ୍କ ପରମ ରହସ୍ୟ ପ୍ରେମ । ବୁଝିବା ଉଚିତ ପ୍ରେମ ପ୍ରଭୁଙ୍କୁ ହିଁ ଅନୁଭବ କରିବା ପାଇଁ ମାଧ୍ୟମ । ସୃଷ୍ଟିର ଆରମ୍ଭ ପରମ ପ୍ରେମ ଆଦାମ ଓ ଇଭ । ପୁରାଣ ମତରେ ଲକ୍ଷ୍ମୀ - ନାରାୟଣ, ପ୍ରକୃତି ଓ ପୁରୁଷ ଅଟେ । କାଷ୍ଟ ସହିତ ଅଗ୍ନି ସଂଯୋଗ ହେଲେ ଅନଳ ଜାତ ହୁଏ । ମାଟି ସହିତ ଜଳ ମିଶ୍ରଣ ହେଲେ ବୃକ୍ଷଲତା ଜନ୍ମ ନିଏ । ଆକାଶ ସହିତ ପବନ ରହିଲେ ଜୀବନ ଆସେ । ସଂଯୋଗ ଧ।ରା ହିଁ ପ୍ରେମ । ସାଂସାରିକ ଭୋଗବିଲାସ ପ୍ରେମର ପ୍ରକାଶ । ରସ ହିଁ ସମ୍ପର୍କର ସେତୁ । ସଂଯୋଗ ମାଧ୍ୟମରେ ଅନ୍ୟ ସ୍ଥାନ ଯାତ୍ରା ଆରମ୍ଭ କରିବାକୁ ପଡେ । ମନ ସଦାବେଳେ ସୁଖ ଚାହେଁ । ସୁଖ ଦେଲେ ସୁଖ ମିଳେ ।

ପୁରୁଷ-ସ୍ତ୍ରୀ, ବାପ-ପୁତ୍ର, ଝିଅ, ସାଙ୍ଗ-ସାଥୀ ସାହି ପଡିଶା ପରସ୍ପର ପ୍ରେମର ଦୁନିଆଁ । ଫୁଲ ଆସେ ଗଛରେ । ଫୁଲ ସାଙ୍ଗ ଖୋଜେ । ତା'ର ପାଖକୁ ଭଅଁର ଆସେ । ଅଳି କରେ । ପ୍ରେମ ନିବେଦନ କରେ । ଫୁଲ ଚାହେଁ ପୂର୍ଣ୍ଣତା ପକ୍ୱ ସାଥି ସହ ମିଶି ସୁଖ ପାଏ । ସୁଖ ହିଁ ପ୍ରେମ । ଗଛରେ ଫୁଲରୁ ଫଳ ହୁଏ । ଫଳ ପାଚି ଗଲେ ମିଠା ଲାଗେ । ଖୁସି ମନରେ ଆମେ ରସ ପାଉ ବଳ ବର୍ଦ୍ଧକ । ସବୁକିଛି ପ୍ରେମରୁ ସୃଷ୍ଟି ।


Rate this content
Log in

Similar oriya story from Inspirational