Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational Others

3  

Akshayakumar Dash

Inspirational Others

ନାମଫଳକ

ନାମଫଳକ

1 min
517


ଲୋକଙ୍କପାଇଁ ଜଣେ ବିଧାୟକ ତାଙ୍କର ନିର୍ବାଚନମଣ୍ଡଳୀ ବିଭିନ୍ନ କାର୍ଯ୍ୟ କଲେ । ବିଭିନ୍ନ ସ୍ଥାନରେ ପୋଲ, କୂପ,ପୁଷ୍କରିଣୀ,ସ୍କୁଲ ଘର ଓ ସଡକ ନିର୍ମାଣ କଲେ । ଜଣେ ଉତ୍ତମ ବିଧାୟକ ରୂପେ ତାଙ୍କର ଖ୍ୟାତି ବଢ଼ିଲା ।ଥରେ ଜଣେ ସନ୍ଥ ତାଙ୍କ ପାଖକୁ ଆସିଲେ । ବିଧାୟକ ସନ୍ଥକୁ ଭେଟିଲେ ।

ସନ୍ଥକୁ ପ୍ରଣାମ କରି କହିଲେ - " ମହାଶୟ ଲୋକଙ୍କ ହିତପାଇଁ ମୁଁ ଅନେକ କାର୍ଯ୍ୟ କରିଛି । ଲୋକଙ୍କ ଘର ରାସ୍ତାଘାଟ ଆଦି ଯୋଗାଇଦେଇଛି । ଏସବୁ ସ୍ଥାନରେ ଲାଗିଥିବା ମୋର ନାମଫଳକ ସାକ୍ଷୀ ଅଟେ । ତଥପି ମୋ ମନ ଅଶାନ୍ତି ରହୁଛି କାହିଁକି ?" ସନ୍ଥ ବିଧାୟକଙ୍କୁ କହିଲେ -ତୁମେ ବହୁତ ପୂଣ୍ୟକର୍ମ କରିଛ ,ଏକଥା ସତ୍ୟ କିନ୍ତୁ ତୁମର କର୍ମଚାରୀମାନେ ତୁମର ଯେଉଁ ନାମଫଳକ ଲଗାଇଛନ୍ତି,ଯାହା ପାଇଁ ସେଇ ପୁଣ୍ୟକର୍ମ ହ୍ରାସହୋଇଯାହିଛି । ସେବା କାର୍ଯ୍ୟରେ ଅହଙ୍କାର ପ୍ରଦର୍ଶନ ହିଁ ଆସାନ୍ତିର କାରଣ ।


Rate this content
Log in

Similar oriya story from Inspirational