Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନାମଫଳକ
ନାମଫଳକ
★★★★★

© Akshayakumar Dash

Inspirational Others

1 Minutes   346    7


Content Ranking

ଲୋକଙ୍କପାଇଁ ଜଣେ ବିଧାୟକ ତାଙ୍କର ନିର୍ବାଚନମଣ୍ଡଳୀ ବିଭିନ୍ନ କାର୍ଯ୍ୟ କଲେ । ବିଭିନ୍ନ ସ୍ଥାନରେ ପୋଲ, କୂପ,ପୁଷ୍କରିଣୀ,ସ୍କୁଲ ଘର ଓ ସଡକ ନିର୍ମାଣ କଲେ । ଜଣେ ଉତ୍ତମ ବିଧାୟକ ରୂପେ ତାଙ୍କର ଖ୍ୟାତି ବଢ଼ିଲା ।ଥରେ ଜଣେ ସନ୍ଥ ତାଙ୍କ ପାଖକୁ ଆସିଲେ । ବିଧାୟକ ସନ୍ଥକୁ ଭେଟିଲେ ।

ସନ୍ଥକୁ ପ୍ରଣାମ କରି କହିଲେ - " ମହାଶୟ ଲୋକଙ୍କ ହିତପାଇଁ ମୁଁ ଅନେକ କାର୍ଯ୍ୟ କରିଛି । ଲୋକଙ୍କ ଘର ରାସ୍ତାଘାଟ ଆଦି ଯୋଗାଇଦେଇଛି । ଏସବୁ ସ୍ଥାନରେ ଲାଗିଥିବା ମୋର ନାମଫଳକ ସାକ୍ଷୀ ଅଟେ । ତଥପି ମୋ ମନ ଅଶାନ୍ତି ରହୁଛି କାହିଁକି ?" ସନ୍ଥ ବିଧାୟକଙ୍କୁ କହିଲେ -ତୁମେ ବହୁତ ପୂଣ୍ୟକର୍ମ କରିଛ ,ଏକଥା ସତ୍ୟ କିନ୍ତୁ ତୁମର କର୍ମଚାରୀମାନେ ତୁମର ଯେଉଁ ନାମଫଳକ ଲଗାଇଛନ୍ତି,ଯାହା ପାଇଁ ସେଇ ପୁଣ୍ୟକର୍ମ ହ୍ରାସହୋଇଯାହିଛି । ସେବା କାର୍ଯ୍ୟରେ ଅହଙ୍କାର ପ୍ରଦର୍ଶନ ହିଁ ଆସାନ୍ତିର କାରଣ ।

ଲୋକ ବିଧାୟକ ସାକ୍ଷୀ

Rate the content


Originality
Flow
Language
Cover design

Comments

Post

Some text some message..