Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pradesh Kumar Pradhan

Others

2  

Pradesh Kumar Pradhan

Others

ସମ୍ପର୍କ

ସମ୍ପର୍କ

1 min
6.8K


ସମ୍ପର୍କ


ମୁଁ ଜାଣିନି ତୁମେ କିଏ
ମୁଁ ବି ଜାଣିନି ମୁଁ କିଏ
ତଥାପି ସଂପର୍କ ତୁମର ମୋର
ଲାଗେ ସତେ ଜନ୍ମ ଜନ୍ମାନ୍ତର 

ପି୍ରୟ ତୁମେ ମୋର ଆଉ ମୁଁ ତୁମର
ପ୍ରତି ମୂହୁର୍ତ୍ତରେ ତୁମେ ଖୋଜ
ତୁମ ପାଶେ ମୋର ଉପସ୍ଥିତି
ହୃଦ ମୋର ଚାହେଁ ଆଜି
ପାଇବାକୁ ତୁମ ପି୍ରତି
ତମକ୍ରାର ଏ ସଂଯୋଗ ଚମକ୍ରାର।


ଅଲୋଢା ଅଟେ ମୁଁ ତୁମ ବିନା
ଯେନ ରାଧା ବିନା ବହେ ଯମୁନା
ମୁକୁତା ମଣି ମୁଁ ଯାଇଛି ହୋଇ
ତୁମ ପ୍ରେମ ପରଶ ପାଇ
ହେ ସକଳ ନାଥ ପରମେଶ୍ୱର,
ନିଜକୁ ମୁଁ ଯାଇଛି ଭୂଲି
ଅଫେରନ୍ତା ପଥେ ମୁଁ ଆସିଛି ଚାଲି
ବିରହେ ତୁମ ନାମ ଗାଇ ଗାଇ
ଧାରାରୁ ରାଧା ମୁଁ ଯାଇଛି ହୋଇ
ହେ ପି୍ରୟ ପି୍ରୟତ୍ତମ ମୋର ...


Rate this content
Log in