Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

2  

Jagabandhu Sahu

Others

ଚରଣେ ଦିଅ ଶରଣ

ଚରଣେ ଦିଅ ଶରଣ

1 min
116


ପୃଥିବୀ ବାହାରେ କେମିତି ଏ ସୃଷ୍ଟି !

ମନ ହୁଏ ଆକର୍ଷତ

ସୂର୍ଯ୍ଯ ଚନ୍ଦ୍ର ତାରା ଗ୍ରହ ଓ ନକ୍ଷତ୍ର

ସମସ୍ତଙ୍କ ଏଠି ଭେଟ


ମନ ମୋର ଦେଖି ହୁଅଇ ପାଗଳ

କେତେ ଯେ ସୁନ୍ଦର ଦୃଶ୍ଯ

ସବୁ ବ୍ରହ୍ମମୟ ଇଶ୍ବରଙ୍କ ସୃଷ୍ଟି

ମୋହ ମାୟା ହେଲା ଧ୍ବସଂ


ଆହେ ଦିନବନ୍ଧୁ ଦର୍ଶନ ଦିଅ ହେ

ଧରିନିଅ ମୋର ହାତ

ତୁମ୍ଭ ଶ୍ରୀ ଚରଣେ ଦିଅ ହେ ଶରଣ

ଆହେ ଜଗତର ନାଥ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in