Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ ଗୀତା- ୧୩୩
ଜୀବନ ଗୀତା- ୧୩୩
★★★★★

© Geeta Sarangi

Others

1 Minutes   6.5K    2


Content Ranking

ଜୀବନ ଗୀତା- ୧୩୩

ଜୀବନ କାହିଁକି ବେଖାପ ଲାଗେ
ଅନାତ୍ମୀୟ ଲାଗେ ଏତେ
ଜୀବନ କେମିତି ବଦଳି ଯାଏ
କହିପାରିବ କେ ସତେ ॥୦॥

ରହସ୍ୟମୟ ଭରା ଏ ଜୀବନ
ବୁଝିବା ତ ତାକୁ ସହଜ ନୁହେଁ
ଜୀବନରେ ଯେତେ ଅସହାୟତା
ତାକୁବା ପୂରଣ କରିବ କିଏ
ସାରାଟା ଜାବନ ସଂଘର୍ଷ କରି
କେବେ ହାରେ କେବେ ଜିତେ ॥୧॥

ଅଜସ୍ର ଅନୁଭୂତିର ଜୀବନ
ଅସରନ୍ତି ସ୍ୱପ୍ନ ଭଣ୍ଡାର ସିଏ
କଳ୍ପନାରେ ନିତି କେତେ କୋଣାର୍କ
ଗଢୁଥାଏ ପୁଣି ଭାଙ୍ଗୁ ବି ଥାଏ
ଜୀବନ ନିଜକୁ ଫୁଟାଉଥାଏ
କଳାରେ କାବ୍ୟରେ କେତେ ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post

Some text some message..