Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୩୩

ଜୀବନ ଗୀତା- ୧୩୩

1 min
6.5K


ଜୀବନ ଗୀତା- ୧୩୩

ଜୀବନ କାହିଁକି ବେଖାପ ଲାଗେ
ଅନାତ୍ମୀୟ ଲାଗେ ଏତେ
ଜୀବନ କେମିତି ବଦଳି ଯାଏ
କହିପାରିବ କେ ସତେ ॥୦॥

ରହସ୍ୟମୟ ଭରା ଏ ଜୀବନ
ବୁଝିବା ତ ତାକୁ ସହଜ ନୁହେଁ
ଜୀବନରେ ଯେତେ ଅସହାୟତା
ତାକୁବା ପୂରଣ କରିବ କିଏ
ସାରାଟା ଜାବନ ସଂଘର୍ଷ କରି
କେବେ ହାରେ କେବେ ଜିତେ ॥୧॥

ଅଜସ୍ର ଅନୁଭୂତିର ଜୀବନ
ଅସରନ୍ତି ସ୍ୱପ୍ନ ଭଣ୍ଡାର ସିଏ
କଳ୍ପନାରେ ନିତି କେତେ କୋଣାର୍କ
ଗଢୁଥାଏ ପୁଣି ଭାଙ୍ଗୁ ବି ଥାଏ
ଜୀବନ ନିଜକୁ ଫୁଟାଉଥାଏ
କଳାରେ କାବ୍ୟରେ କେତେ ॥୨॥


Rate this content
Log in