Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar

Children Comedy

3  

Sanjay Kumar

Children Comedy

ଜି.ଏସ୍.ଟି

ଜି.ଏସ୍.ଟି

1 min
6.5K


         ଜି.ଏସ୍.ଟି

ଗୋଟିଏ ଦେଶ ଗୋଟିଏ କର, 
ସଂସ୍କାର ଆଣିବା ପାଇଁ 
ପଦକ୍ଷେପ ନେଲେ ସରକାର ।

ପ୍ରତ୍ୟକ୍ଷ ପରୋକ୍ଷ ହେଲେ ଏକାକାର, 
ତହିଁରୁ ଜି ଏସ ଟି ହେଲା ଆବିଷ୍କାର ।

କିଣାବିକାରେ କର ଦେଉଥିଲେ ପନ୍ଦର, 
ଜି ଏସ ଟି ଭିନ୍ନ ବସ୍ତୁ ପାଇଁ ଭିନ୍ନ ପ୍ରକାର । 

ଶୂନ ପାଞ୍ଚ ବାର ଅଠେଇଶ ଅଠର, 
କେନ୍ଦ୍ର ରାଜ୍ୟ ସମନ୍ଵୟେ ହେବ ଭାଗିଦାର ।

ପରିବା ଅଣ୍ଡା ଲୁଣ ପ୍ରସାଦ କ୍ଷୀର, 
ଶିକ୍ଷା ସ୍ୱାସ୍ଥ୍ୟରୁ ହେଲା ଛାଡ଼ କର ।

ଚିନି ଚା ତେଲ ପକେଟ ପନିର, 
ପାଞ୍ଚ ପ୍ରତିଶତ ଏଲପିଜି ଫାଇବର ।

କାଜୁ ଆଲମଣ୍ଡ ଜୁସ ବଟର, 
ଛତା ମୋବାଇଲରେ ଲାଗିବ ବାର ।

ଷ୍ଟିଲ କଲମ ଜୋତା କମ୍ପୁଟର, 
ସାବୁନ ପେଷ୍ଟ ରେ ଦବ ଅଠର ।

ପରଫ୍ୟୁମ ବାଇକି କଷ୍ଟାର୍ଡ ପାଉଡର,
ଅଠେଇଶ ସିମେଣ୍ଟ ଆଉ ଲାଇଟ କ୍ରାକର ।

ମୂଲ୍ୟ ହ୍ରାସ ପାଇଁ ଏକକ କର, 
ଏ ସବୁ ଉପଭୋକ୍ତା ଜାଣିବା ଦରକାର ।

 


Rate this content
Log in

Similar oriya poem from Children