Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ମୋ ହାତ

ମୋ ହାତ

1 min
148


ଏହି ଆମ ହାତ 

ଯେ ପେଟକୁ ଯୋଗାଏ ଭାତ

ହାତରେ କଲମ ଧରି ଆମେ ଲେଖୁଛୁ 

ବଡ ବଡ ଗନ୍ତାଘର ।


ଏ ହାତ ରାଗ ବଳରେ ମଣିଷ କୁ କରେ ରକ୍ତାକ୍ତ

ଏ ହାତ ଖରାପ କାମକୁ ଭଲ କରିଦିଏ ଭଲ କାମ କୁ ଖରାପ କରିପାରେ ଆମ ହାତ

ହାତ ରେ ହାତ ମିଶିଲେ ଗଢି ହୁଏତ ଏକ ଭାରତ

ହାତରେ ହାତ ମିଶିଲେ ବନ୍ଧୁ ହୁଅନ୍ତି ମିତ୍ର ।


ହାତ ରେ ହାତ ମିଶିଲେ ଅନ୍ଧ ବି ଚାଲି ପାରେ ବାଟ

ହାତ ଧରି ବାପା ମୋତେ ଚାଲି ଶିଖାଇ ଥିଲା ବାଟ

ହାତ ରେ ଭଉଣୀ ବାନ୍ଧିଦିଏ ରକ୍ଷା କବଚ

ହାତରେ ହାତ ମିଶିଲେ ମିଳନ ହୁଅନ୍ତି ସବୁଦିନ ପାଇଁ ମିଶି ସ୍ୱାମୀ ସ୍ତ୍ରୀ ଏକତ୍ର ।


ଏ ହାତ ଗଢି ପାରେ ସୁନାର ରଥ

ଏ ହାତ ଗଢିଛି ବହୁତ ଇତିହାସ

ଏ ହାତ ରେ ହାତ ମିଶିଲେ ମେଣ୍ଟ ହୁଅନ୍ତି ବାରିଧି ଦଳ ସବୁ ତିକ

ହାତ ରେ ହାତ ମିଶିଲେ ନୁଆ ସରକାର ବି ସୁନିଶ୍ଚିତ ।



Rate this content
Log in