Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Others

5.0  

Srinibas Mahalik

Others

ଟଙ୍କା

ଟଙ୍କା

1 min
412


ପିଲାଟିବେଳରୁ ମନରେ ମୋହର

ପ୍ରଶ୍ନ ଅଛି ଗୋଟେ ଛପି

ଆର୍.ବି.ଆଇ କାହିଁକି ବେଶୀ ଟଙ୍କା ଏଠି

ପାରୁନି ଜମାରୁ ଛାପି ??

ପ୍ରିଣ୍ଟର ରହିଛି କାଗଜ ରହିଛି

କାଳି ବି ରହିଛି ଭରି

ଅସୁବିଧା ତେବେ କେଉଁଠି ରହିଲା

ଯା'ଦ୍ବାରା ପାରେନା କରି !!

ଭାବିଲେ ଟିକିଏ ବେଶୀ ଟଙ୍କା ହେଲେ

କେମିତି ହୁଅନ୍ତା ଭଲ

ପ୍ରତି ଭାରତୀୟ ରାତାରାତି ପରା

ହୋଇଯାନ୍ତେ ମାଲାମାଲ !!

ରୁହନ୍ତାନି ଆଉ ଗରିବ ଶବ୍ଦଟା

ରୁହନ୍ତାନି ଦାରିଦ୍ରତା

ବିଳାସ ଜୀବନ ସମସ୍ତେ ବିତାନ୍ତେ

ନଥାନ୍ତା କୌଣସି ଚିନ୍ତା !!



Rate this content
Log in