Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଗଛଟିଏ ମୁଁ ଗଛଟିଏ

ଗଛଟିଏ ମୁଁ ଗଛଟିଏ

1 min
7.3K


ଗଛଟିଏ ମୁଁ ଗଛଟିଏ,

ଜୀବ ଜଗତର ସାହା ଭରସା ମୁଁ

ଅତିଆପଣାର ସାଥୀଟିଏ।

ଗଛଟିଏ ମୁଁ ଗଛଟିଏ,

ଅମ୍ଳଜାନ ମୁଁ ଦେଉଛି ସଭିଙ୍କୁ

ଅଙ୍ଗାରକାମ୍ଳକୁ ରଖିଦିଏ।

ଗଛଟିଏ ମୁଁ ଗଛଟିଏ,

ପରଉପକାରେ ଜନମିଛି ମୁହିଁ

ମଣିଷ ବିଚରା କାଟିଦିଏ।

ଗଛଟିଏ ମୁଁଗଛଟିଏ,

ଫୁଲ, ଫଳ କେତେ ଦେଇଥାଏ ମୁଁ

ବାଟୋଇ ଭାଇର ସାଥୀଟିଏ।

ଗଛଟିଏ ମୁଁ ଗଛଟିଏ,

ପଶୁପକ୍ଷୀ ଯେତେ ଜଗତେ ଅଛନ୍ତି

ସଭିଙ୍କ ପାଟିରେ ଦାନା ଦିଏ।


Rate this content
Log in

Similar oriya poem from Classics