ଅଧିକାର
ଅଧିକାର
ତୁମେ ଆଉ ଦୁଃଖ କରନା
ଥୟଧର
ଆମ ଚଉଦ ପୁରୁଷର ଦୁଃଖ
ଏବେ ଅପସରି ଯାଇଛି
ନ୍ୟାୟ-ଅନ୍ଯାୟ
ଲୁଚକାଳି ଖେଳର
ପରିସମାପ୍ତି ଘଟିଛି
ପ୍ରତିଷ୍ଠା-ପ୍ରତିପତି-ପ୍ରଗତି
ଗଣତନ୍ତ୍ର-ସରକାର-ଅଧିକାର
ସବୁତ ଆମର
ସାଂବିଧାନିକ ଅଧିକାର
ଆମର ଫେରି ଆସିଛି
ତୁମେ ଆଉ ଦୁଃଖ କରନା
ଥୟଧର
ଆମ ଚଉଦ ପୁରୁଷର ଦୁଃଖ
ଏବେ ଅପସରି ଯାଇଛି
ନ୍ୟାୟ-ଅନ୍ଯାୟ
ଲୁଚକାଳି ଖେଳର
ପରିସମାପ୍ତି ଘଟିଛି
ପ୍ରତିଷ୍ଠା-ପ୍ରତିପତି-ପ୍ରଗତି
ଗଣତନ୍ତ୍ର-ସରକାର-ଅଧିକାର
ସବୁତ ଆମର
ସାଂବିଧାନିକ ଅଧିକାର
ଆମର ଫେରି ଆସିଛି