ଶସ୍ତା କବିତା - 96
ଶସ୍ତା କବିତା - 96
1 min
1.4K
ନିନ୍ଦା ଅପବାଦ ନିଜର ହେଲେ ବି
କିଏ ବା ମୁଣ୍ଡକୁ ନେଉଛି
ଆଉ ଜଣେ କିଏ କଳା ମୁହଁ ଦେଖି
ଆଇନାକୁ ସଫା କରୁଛି
ପ୍ରମୋଦ କୁମାର ଜେନା ©