Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Inspirational

2  

Neelima Nivedita Behera

Inspirational

ମୁଠାଏ ସାହସ ବିନା

ମୁଠାଏ ସାହସ ବିନା

1 min
7.0K


ମୁଠାଏ ସାହସ ବିନା...

ନା କାହାକୁ ପ୍ରେମ କରିହୁଏ ନା ଜିଇଁ ହୁଏ ଜୀବନ

ମାପିଚୁପି ଲାଭ-କ୍ଷତିର ହିସାବ କରି

ନା ଓଦା କରିହୁଏ ମନ ନା କିଣିହୁଏ ଆଖି ସପନ,

ମୁଠାଏ ସାହସ ବିନା...

ସମୟ ପୂର୍ବରୁ ବୟସ ପିଠିରେ ଲୁଚିଯାଏ ଯୌବନ

ଆକାଶରେ ତରା, ଆଶାର ଖରା ପରି

ନା ଗଣିହୁଏ ଜହ୍ନ କିରଣ ନା ଛୁଇଁହୁଏ ନୀଳ ଗଗନ,

ମୁଠାଏ ସାହସ ବିନା...

ନା ଘଟଣା ହୁଏ ଇତିହାସ ନା ବାନ୍ଧି ହୁଏ ବର୍ତ୍ତମାନ

ସତମିଛ ପାପପୂଣ୍ୟର ହିସାବ କରି

ନା ରୋକିହୁଏ ଅଭିମାନ ନା ଆତଯାତ ହୁଏ ପବନ,

ମୁଠାଏ ସାହସ ବିନା...

ଅନ୍ଧାରର ଛାତି ଚିରି ଆସି ପାରେନା ବି, ଦିନ...।



#ଏଣୁତେଣୁ


Rate this content
Log in

Similar oriya poem from Inspirational