Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranita Swain

Others

2  

Ranita Swain

Others

ହେ ପ୍ରଭୂ

ହେ ପ୍ରଭୂ

1 min
6.7K


ହେ ପ୍ରଭୂ

ନା ତୋତେ କେବେ ଦେଖିଛି ନା ବୁଝିଛି

ଖାଲି ଏତିକି ଯାଣିଛି

ତୁ ଅଛୁ ବୋଲି ତ ମୋ ଭିତରେ ବିଶ୍ବାସର ଦୀପଟି ଜଳୁଛି

ତୁ ଅଛୁ ବୋଲିତ ମନ ଭିତରେ ଭଲ ପାଇବା ଅଛି

କୋଉଠି ନା କୋଉଠି ତୋତେ ପାଇବାର ଶୋଷଟିଏ ଅଛି

ଏମିତି ଥା ପ୍ରଭୂ

ମୋ ଭିତରେ ବିଶ୍ବାସଟିଏ ହୋଇ

ପ୍ରେମର ପ୍ରଦୀପଟିଏ ହୋଇ

ଆଉ ତୋତେ ପାଇବାର ତୃଷ୍ଣା ଥାଉ

ଯୁଗ ଯୁଗ ପାଇଁ।


ରନିତା


Rate this content
Log in