Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ମର୍ଯ୍ୟାଦା ପୁରୁଷ

ମର୍ଯ୍ୟାଦା ପୁରୁଷ

1 min
6.7K


ଯେଉଁ ରାମଚନ୍ଦ୍ର ସୀତା ହରଣରେ

ମ୍ରିୟମାଣ ହୋଇଥିଲେ

ସେହି ରାମଚନ୍ଦ୍ର ସୀତାଙ୍କୁ ପାତାଳେ

ପଶିବାକୁ ବାଧ୍ୟ କଲେ

ସମୂହ ସ୍ଵାର୍ଥରେ ବ୍ୟକ୍ତିଗତ ସ୍ଵାର୍ଥ

କରାଯାଏ ବିସର୍ଜ୍ଜନ

ଶ୍ରୀରାମଚନ୍ଦ୍ରଙ୍କ କର୍ତ୍ତବ୍ୟ କରିଲା

ମର୍ଯ୍ୟାଦା ପୁରୁଷୋତ୍ତମ

ଆମେ ତ ଜଗିଲୁ ନିଜର ସ୍ଵାର୍ଥକୁ

ସମୂହକୁ ବଳି ଦେଇ

କେଉଁ ପଣେ ଆମେ ମର୍ଯ୍ୟାଦା ସମ୍ପନ୍ନ

ମୁହଁରେ ପାରୁଛୁ କହି ???

ଚିତ୍ତରଞ୍ଜନ ଲେଙ୍କା,

କଟକ


Rate this content
Log in

Similar oriya poem from Inspirational