✿ ଦର୍ପଣ ✿
✿ ଦର୍ପଣ ✿
1 min
1.4K
✿ ଦର୍ପଣ ✿
ଦର୍ପଣ !
ନିଜ କଥା କୁହେ ...।
ତୁମ ହସିବାର କାରଣ ବନେ ତ
ଦୁଃଖୀ ବୋଲି ତୁମେ , ଯତାଉ ବି ଥାଏ ।
ଦର୍ପଣ !
ଖାଲି ନିଜକଥା କହେ ....॥
- ଅମିୟ