ଏଣୁତେଣୁ - ୨୦୧୭(୧୩)
ଏଣୁତେଣୁ - ୨୦୧୭(୧୩)
ପରଶ ପାଇଁ ଲୋଡ଼ା ନଥିଲା
ହାତ, ଆଖି କିମ୍ବା ଓଠର ଦୁଇ ପାଖୁଡ଼ା
ଆକାଶରେ ଥାଇ ବି
ଜହ୍ନ ମୋତେ ବାରବାର ଛୁଉଁଥିଲା
କେବେ ମୋ ମୁଦ୍ରିତ ଆଖିରେ
ଆଉ କେବେ ବରଷାଇ ଶୀତଳ ଜୋଛନା ।
ପରଶ ପାଇଁ ଲୋଡ଼ା ନଥିଲା
ହାତ, ଆଖି କିମ୍ବା ଓଠର ଦୁଇ ପାଖୁଡ଼ା
ଆକାଶରେ ଥାଇ ବି
ଜହ୍ନ ମୋତେ ବାରବାର ଛୁଉଁଥିଲା
କେବେ ମୋ ମୁଦ୍ରିତ ଆଖିରେ
ଆଉ କେବେ ବରଷାଇ ଶୀତଳ ଜୋଛନା ।