Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

2  

Sasmita Acharya

Others

ସଂପର୍କର ସୂତା ଖିଅଟା

ସଂପର୍କର ସୂତା ଖିଅଟା

1 min
6.9K


ସଂପର୍କର ସୂତା ଖିଅଟା

ଭାରି କମ୍ ଜୋର୍ ଲାଗେ

ତଥାପି ଧରି ବାନ୍ଧି ଚାଲିବାକୁ ହୁଏ

ସମସ୍ତେ ସୁଖର ସାଥୀ ବୋଲି ତ

ସୁଖଟା ବାଧ୍ଯତାମୁଳକ ହେଇଯାଏ

ବାସ୍ କିଛି କ୍ଷଣ ନିଜକୁ ଦୂରେଇ ନେଇ

ପୁଣି ମିଶିଯିବାକୁ ହୁଏ

ଜୀବନର ସ୍ରୋତରେ

ଖୁବ୍ ନୀରବରେ....ll


Rate this content
Log in