Audio

Forum

Read

Contests

Language


Write

Sign in
Wohoo!,
Dear user,
ବହୁମୂଲ୍ୟ ପ୍ରେମ
ବହୁମୂଲ୍ୟ ପ୍ରେମ
★★★★★

© Jajati Jena

Others

1 Minutes   1.5K    5


Content Ranking


ମୁଁ ଯେ ତୁମକୁ ଦେଖିବା ପରେ

ଦେଖୁଛି ଜହ୍ନ ପ୍ରଥମ ଥର

ସାରା ରାତି ତୋ’ ରୂପରେ ବିଭୋର୍ ହେବା ପରେ

କାହାର ପ୍ରିୟସିଗୋ ତୁମେ , କାହାର ପ୍ରିୟସିଗୋ ତୁମେ

ସର୍ବାଗ୍ନ ଗୀତିମୟ ତୁମର କାହାର ସ୍ପର୍ଶରେ ?

ସତ ମୁଁ କହୁଛି, ସତ ମୁଁ କହୁଛି

ତମକୁ ଜାଣିବା ପରେ, ତମକୁ ଜାଣିବା ପରେ

କରୁଛି ପ୍ରେମ ପ୍ରଥମ ଥର

ବାର ବାର ପ୍ରେମିକା ବଦଳାଇବା ପରେ ,

ବାର ବାର ପ୍ରେମିକା ବଦଳାଇବା ପରେ I


ଯଯାତି ଜେନା

ଭୁବନେଶ୍ଵର-୧୬

#LOVE


ତୁମେ ଜହ୍ନ ପ୍ରେମ

Rate the content


Originality
Flow
Language
Cover design

Comments

Post


Some text some message..