Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jajati Jena

Others

1  

Jajati Jena

Others

ବହୁମୂଲ୍ୟ ପ୍ରେମ

ବହୁମୂଲ୍ୟ ପ୍ରେମ

1 min
1.5K



ମୁଁ ଯେ ତୁମକୁ ଦେଖିବା ପରେ

ଦେଖୁଛି ଜହ୍ନ ପ୍ରଥମ ଥର

ସାରା ରାତି ତୋ’ ରୂପରେ ବିଭୋର୍ ହେବା ପରେ

କାହାର ପ୍ରିୟସିଗୋ ତୁମେ , କାହାର ପ୍ରିୟସିଗୋ ତୁମେ

ସର୍ବାଗ୍ନ ଗୀତିମୟ ତୁମର କାହାର ସ୍ପର୍ଶରେ ?

ସତ ମୁଁ କହୁଛି, ସତ ମୁଁ କହୁଛି

ତମକୁ ଜାଣିବା ପରେ, ତମକୁ ଜାଣିବା ପରେ

କରୁଛି ପ୍ରେମ ପ୍ରଥମ ଥର

ବାର ବାର ପ୍ରେମିକା ବଦଳାଇବା ପରେ ,

ବାର ବାର ପ୍ରେମିକା ବଦଳାଇବା ପରେ I


ଯଯାତି ଜେନା

ଭୁବନେଶ୍ଵର-୧୬

#LOVE



Rate this content
Log in