ପଖାଳ
ପଖାଳ
1 min
6.8K
ଶାଗ ପଖାଳ ରେ ପେଟ ପୁରୁଥିଲା
ତୋରାଣି ରେ ମେଣ୍ଟେ ଶୋଷ
ଓଡ଼ିଆ ଜାତି ର ଗର୍ବ ଏ ପଖାଳ
ମିଶିକି ଖାଇବା ଆସ ......
ସେ ପୋଡା ଇଲିଶି ର ବାସ
କାହିଁକି କେଜାଣି ଲାଗୁଛି ଏମିତି
ସେ ପରମ୍ପରା ଆଜି ଶେଷ .....
(ରଜତ)