Audio

Forum

Read

Contests

Language


Write

Sign in
Wohoo!,
Dear user,
ପଖାଳ
ପଖାଳ
★★★★★

© Rajat Kumar Nayak

Others

1 Minutes   6.7K    1


Content Ranking

ଶାଗ ପଖାଳ ରେ ପେଟ ପୁରୁଥିଲା 
ତୋରାଣି ରେ ମେଣ୍ଟେ ଶୋଷ  
ଓଡ଼ିଆ ଜାତି ର ଗର୍ବ ଏ ପଖାଳ 
ମିଶିକି ଖାଇବା ଆସ ......
ସେ ପୋଡା ଇଲିଶି ର ବାସ  
କାହିଁକି କେଜାଣି ଲାଗୁଛି  ଏମିତି 
ସେ ପରମ୍ପରା ଆଜି ଶେଷ .....

          (ରଜତ)

ପଖାଳ ପେଟ ତୋରାଣି

Rate the content


Originality
Flow
Language
Cover design

Comments

Post


Some text some message..