Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

JAYASHREE PRIYADARSHINI MOHAPATRA

Romance

2  

JAYASHREE PRIYADARSHINI MOHAPATRA

Romance

କଥା ରହିଗଲା ବାକି

କଥା ରହିଗଲା ବାକି

1 min
6.7K


ଦେଖିବାକୁ ଟିକେ ଇଚ୍ଛା ଥିଲା ମୋର ପାରିଲିନି ଆଉ ଦେଖି

ପ୍ରତାରଣା ଏବେ ବାଧକ ସାଜିଲା ଛଳନା ରହିଲା ସାକ୍ଷୀ

ପଛକୁ ଅନାଇ ପାରିଲିନି ମୁଁ

ଆଖିର ଲୁହକୁ ଜାକି

କଥା ରହିଗଲା ବାକି...

ତୁମେ ରହିଗଲ ମନମନ୍ଦିରରେ

ପୂଜିବି କାହାକୁ କିମ୍ପାଇଁ

ବର୍ଷା ଲୁଚିଗଲା କଳା ବାଦଲରେ

ଚାତକ ରହିଛି ଚାହିଁ....

ସ୍ୱାର୍ଥପର ଏହି ଦୁନିଆରେ ମୋର

ଆଜି କେହି ଜଣେ ନାହିଁ

ସ୍ମୃତିକୁ ସାଉଁଟି ବଞ୍ଚିଛି ମୁଁ ଏକା

ଖାସ୍ ତୁମରି ପାଇଁ....


Rate this content
Log in

More oriya poem from JAYASHREE PRIYADARSHINI MOHAPATRA