Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jaya Krishna Meher

Inspirational

3  

Jaya Krishna Meher

Inspirational

ନାରୀ ତୁମେ ମହାନ୍

ନାରୀ ତୁମେ ମହାନ୍

1 min
6.6K


ହେ ନାରୀ .....

ସ୍ରୁଷ୍ଟି ରେ ତୁମ୍ଭେ ଅଦ୍ବିତୀୟ 

ଉଗ୍ର ରୂପ ଧାରଣ କରି 

ବିନାଶ କର

ସଂସାର ରେ ଥିବା କ୍ରୃର,ପାପୀ,ରାକ୍ଷସଙ୍କୁ

ଏବଂ ସୁରକ୍ଷିତ ରଖ ଧରାପ୍ରୃଷ୍ଟ କୁ ।


ଯୁଗ ଯୁଗ ପରି 

ଆଜିର ବୈଜ୍ଞାନିକ ଯୁଗେ ମଧ୍ୟ 

ପୁରୁଷ ଜାତିର ସମକକ୍ଷ ହୋଇ

ଜଳ,ସ୍ଥଳ,ଆକାଶ ରେ 

ପ୍ରଦର୍ଶିତ କରିପାରିଛ ତୁମର ଦକ୍ଷତା। 


ଜଗତର କଲ୍ୟାଣ ପାଇଁ 

ପ୍ରଚାରିତ କରୁଛ 

ଦୟା,କ୍ଷମା,ସ୍ନେହ ଓ ପ୍ରେମର ବାର୍ତ୍ତା ।


ନିଜର ଜୀବନକୁ ଜଳାଞ୍ଜଳି ଦେଇ

ସଳିତା ପରି ଜାଳି ଦେଇ

 ଆଲୋକିତ କରୁଛ ଧରାପୃଷ୍ଟକୁ ।


ଧନ୍ୟ ତୁମେ ନାରୀ 

ଧନ୍ୟ ତୁମ ମହାନତା ।। 

        

        ଜୟକୃଷ୍ଣ ମେହେର 


Rate this content
Log in

Similar oriya poem from Inspirational