Audio

Forum

Read

Contests

Language


Write

Sign in
Wohoo!,
Dear user,
କି ପାପ ସତେ ମୁଁ କଲି
କି ପାପ ସତେ ମୁଁ କଲି
★★★★★

© Jayadeba Mahapatra

Others

1 Minutes   6.9K    6


Content Ranking

ତୁମେ ସିନା ମୋତେ ଭୁଲିଗଲ ହେଲେ

ମୁଁ କିନ୍ତୁ ପାରୁନି ଭୁଲି

ତୁମ ବିନା ଏହି ଜୀବନଟା ମୋର

ଲାଗେ ଫିକା ମରୁ ବାଲି |

ନ ତୁଟାଇ ଆଶା ରଖିଛି ଭରସା

ମୋ ପାଶେ ଆସିବ ବୋଲି

ତୁମ ବିନା ଆଉ ପାରୁନି ଜମାରୁ

ଜୀବନ ନଉକା ଠେଲି |

ସେହି ଆଶା ଆଉ ଭରସାକୁ ନେଇ

ଥକିଲିଣି ଚାଲିଚାଲି

ରଖିଛି ବିଶ୍ୱାସ ନିଶ୍ଚୟ ଆସିବ

ଆଜି ନହେଲେ ବି କାଲି |

ଜୀବନର ଜଉ ଖେଳରେ ଏ ଯାଏ

ଗଡାଉଛି ପଶା ପାଲି

ତୁମ ବିନା କୁହ ଜିତିବି କିପରି

ଖେଳୁଛି ଯାହା ମୁଁ ଖାଲି |

କି କାରଣେ ମୋତେ କଲ ସ୍ଵାର୍ଥପର

କି ପାପ ସତେ ମୁଁ କଲି

ଦୁନିଆର ବଡ଼ଦାଣ୍ଡେ ବୁଲାଉଛ

ହାତରେ ଧରେଇ ଝୁଲି |

ତୁମେ ମୋତେ ଜୀବନ

Rate the content


Originality
Flow
Language
Cover design

Comments

Post


Some text some message..