Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବିପ୍ଳବୀ ବୀର ସୁଭାଷ ବୋଷ

ବିପ୍ଳବୀ ବୀର ସୁଭାଷ ବୋଷ

1 min
7.5K


ରମେଶ କୁମାର ସାହୁ


ଉକିଳ ଝୁରୁଛି ଭାରତ ଝୁରୁଛି

ଝୁରୁଛି ଏହି ପାଣି ପବନ

ତୁମ୍ଭ ଜନ୍ମଦିନେ ଝୁରୁଛୁ ସଭିଏଁ

ସୁଭାଷ ବୋଷ ତୁମ୍ଭେ ମହାନ ।

ଇଂରେଜ ସୈନ୍ୟଙ୍କୁ ଖାତିରି ନକରି

ଦେଶପାଇଁ ଲଢେଇ କଲ,

କଣ୍ଟାକୁ କଣ୍ଟାରେ କାଢିବା ପାଇଁକି

ଜୀବନରେ ବ୍ରତ କରିଲ ।

ପ୍ରାଚ୍ୟ ଜଗତର ସାତୋଟି ଦେଶ

ସାହାଯ୍ୟ କରିଲେ ତୁମ୍ଭକୁ ଚାହିଁ,

ଆଜାଦ୍‌ ହିନ୍ଦ ଫଉଜ୍‌ ଗଢିଲ

ଭାରତ ମାତାର ସୁରକ୍ଷା ପାଇଁ ।

ଦେଇଥିଲ ଦିନେ ମୁକ୍ତି ଡାକରା

ଦିଲ୍ଲୀ ଚଲୋ ସଭିଏଁ ଭାଇ,

ଦେଶ ମାତୃକାର ସେବା କରିବା

ସମସ୍ତେ ଆମ୍ଭେ ଏକ ହୋଇ ।

ବନ୍ଦେ ମାତରଂ ଦେଶ ମନ୍ତ୍ରରେ ଗର୍ଜି

ଉଠିଥିଲା ଏଦେଶ ମାଟି, ଥରି ଉଠୁଥିଲେ

ଗୋରା ସରକାର ।

ବନ୍ଦ କରିଦେଲ ତାଙ୍କରି ପାଟି,

ବିମାନ ଦୁର୍ଘଟଣାରେ ସହିଦ ହୋଇଲ

ଦେଶ ଝୁରୁଛି ତୁମରି ପାଇଁ

ଆଉ ଥରେ ଆସ ଏ ଧରା ପୃଷ୍ଠକୁ

ଚାହିଁ ରହିଅଛି ଭାରତ ଭୂଇଁ ।


Rate this content
Log in

Similar oriya poem from Classics