Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Tragedy Comedy

2  

Srinibas Mahalik

Tragedy Comedy

କିଲର୍ ମୋବାଇଲ୍

କିଲର୍ ମୋବାଇଲ୍

1 min
6.8K


ମୋବାଇଲି ଥିଲେ ଖାଇବା ପିଇବା

ଯାଉ ଆମେ ସବୁ ଭୁଲି

ପାଠପଢା କଥା କିଏ ପଚାରୁଛି

ମାର ତାକୁ ଭାଇ ଗୁଲି..

ଥିଲେ ପାଖେ ମୋବାଇଲି..

ଚତୁଃପାର୍ଶ୍ୱରେ ଘଟଣା ଘଟିଲେ

ନେଉ ଆମେ ସେଲଫି ଖାଲି ।।

ମୋବାଇଲି ଗୋଟେ ସାଇଲେଣ୍ଟ୍ କିଲର୍

ଏକଥା ଆମକୁ ଜଣା

ତଥାପି ବି ଆମେ ମୋବାଇଲ୍ ଧରୁ

ବହିଠାରୁ ଚାରି ଗୁଣା..

ତା'ପଛରେ ହୋଇ ବଣା..

ପାଠଶାଠ ସବୁ ଖାଇ ସାରିଲୁଣି

ମେମୋରିକୁ କରି କଣା ।।


Rate this content
Log in

Similar oriya poem from Tragedy