Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୧୮

ଜୀବନ ଗୀତା-୨୧୮

1 min
6.7K


 

ବିନ୍ଦୁବିନ୍ଦୁ ଜୀବନ ସୁଧା
ଝରି ଚାଲିଛି
ମୁଠାମୁଠା ମମତା ମଧୁ
ବହି ଯାଉଛି ॥୦॥

ତଥାପି କାହିଁକି ଏକଲା ପଣରେ
ଜୀବନଟା ଘାରି ହେଉଛି
ଏକାନ୍ତ ଭାବରେ କାକୁସ୍ଥ ପଣରେ
ଜୀବନଟା ସରି ଯାଉଛି
ଶତଶତ ଉଦ୍ୟମ ସିନା
ବ୍ୟର୍ଥ ହେଉଛି ॥୧॥

ସଜାଡି ହେଉନି ଜୀବନର ଧାରା
ସଂପର୍କ ତ ଭାଙ୍ଗି ଯାଉଛି
ଅନ୍ତିମ ପୃଷ୍ଠାରେ ମିଳନ ଜାଗାରେ
ବିଚ୍ଛେଦ ତ ଲେଖା ହେଉଛି
କେତେକେତେ ସଂପର୍କ ସବୁ
ଭାଙ୍ଗି ଯାଉଛି ॥୨॥


Rate this content
Log in