Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Romance Tragedy

2  

Ram Prasad Bisoi

Romance Tragedy

ମୁକୁଳା ଛାୟାପଥ

ମୁକୁଳା ଛାୟାପଥ

14 mins
6.8K




ଅନ୍ଧାରରୁ ଆଲୋକ ଆଡ଼କୁ 
ମୋ ଠାରୁ ଆହୁରି ଦୂରକୁ 
ଦୂରକୁ 
ଛାୟାଟିଏ ଅପସରି ଯାଉଥିଲା
ଧୂସର ଆକାରରେ------------!
ଇଛାକଲି ପଛରେ ଗୋଡ଼ାଇବାକୁ ,
କିଛି ଦୂର ବି ପଛରେ 
ଗୋଡ଼ାଇଲି

ହେଲେ,

ହାତ ମୁଠା ଯେ ଖୋଲାଥିଲା

ହଜିଗଲା ତା ସତ୍ତା 

ବିଦେଶ ମାଟିର ମୋହରେ

ସାଜିଲା ବେଶ ବିଦେଶିନୀର---!!

ଯା ତୁ ମୁକ୍ତ, 

ପ୍ରାଣପକ୍ଷୀ ଉଡିଯାଆ,

ଛାୟାପଥ ପଡିଛି ,

ତୋ ଲାଗି ମୁକୁଳା----------!!!

©®କାଶ୍ୟପ,

ରାମ ପ୍ରସାଦ ବିଶୋଇ

ରାୟଗଡା,


Rate this content
Log in

Similar oriya poem from Romance