Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱପ୍ନ ଓ ବାସ୍ତବତା
ସ୍ୱପ୍ନ ଓ ବାସ୍ତବତା
★★★★★

© Chittaranjan Lenka

Romance Abstract Others

1 Minutes   6.5K    3


Content Ranking

ପାହାନ୍ତି ସପନ   ଆଣେ ଶୀହରଣ

ଚହଲାଇ ମନ ପ୍ରାଣ

ହେଲେ ସେ ସପନ   ରୋମାଞ୍ଚକ ହୁଏ

ଭରିଥିଲେ ତହିଁ ପ୍ରେମ


ତା ଠାରୁ ଅଧିକ   ଚଞ୍ଚଳତା ଆଣେ

ବାସ୍ତବ ହେଲେ ସେ ସ୍ୱପ୍ନ

ଅମାବାସ୍ୟା ରାତି  ହୋଇଥିଲେ ସୁଦ୍ଧା

ଦିଶଇ ପୁନେଇ ଜହ୍ନ


ମଧୁର ସପନ   ବାସ୍ତବ ହୋଇଲେ

ବହେ ହସର ଫଗୁଣ

ହେଲେ ବାସ୍ତବତା   ସପନ ହୋଇଲେ

ସତରେ କେତେ ଦାରୁଣ



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©

ପବନ ସ୍ବପ୍ନ ଅମାବାସ୍ୟା ଜହ୍ନ

Rate the content


Originality
Flow
Language
Cover design

Comments

Post


Some text some message..