Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Romance Abstract Others

2  

Chittaranjan Lenka

Romance Abstract Others

ସ୍ୱପ୍ନ ଓ ବାସ୍ତବତା

ସ୍ୱପ୍ନ ଓ ବାସ୍ତବତା

1 min
6.6K


ପାହାନ୍ତି ସପନ   ଆଣେ ଶୀହରଣ

ଚହଲାଇ ମନ ପ୍ରାଣ

ହେଲେ ସେ ସପନ   ରୋମାଞ୍ଚକ ହୁଏ

ଭରିଥିଲେ ତହିଁ ପ୍ରେମ


ତା ଠାରୁ ଅଧିକ   ଚଞ୍ଚଳତା ଆଣେ

ବାସ୍ତବ ହେଲେ ସେ ସ୍ୱପ୍ନ

ଅମାବାସ୍ୟା ରାତି  ହୋଇଥିଲେ ସୁଦ୍ଧା

ଦିଶଇ ପୁନେଇ ଜହ୍ନ


ମଧୁର ସପନ   ବାସ୍ତବ ହୋଇଲେ

ବହେ ହସର ଫଗୁଣ

ହେଲେ ବାସ୍ତବତା   ସପନ ହୋଇଲେ

ସତରେ କେତେ ଦାରୁଣ



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in

Similar oriya poem from Romance