Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କାଳି ବିଲେଇ

କାଳି ବିଲେଇ

1 min
7.2K


କାଳି ବିଲେଇ

ଭାବନା ପାତ୍ର


କାଳିଲୋ କାଳି ଆ ବାନ୍ଧି ଦେବି ,

ବେକରେ ମାଳି

ଡାକି ଦେଲେ ଆସେ ହୋଇ ଗେଲେଇ

କାଳି ,

ଖଟ ତଳେ ମୋର ଛପି ଛପି ବସିଥାଏ ,

ମୂଷା ଆସିଗଲେ ଗୋଡ଼ାଇ ଗୋଡ଼ାଇ

ଖାଏ ।

ଆଇଁଷ ରଙ୍କୁଣୀ କାଳିଟି ମୋର ,

ମାଛ କଟା ଦେଖି ହୁଏ ଭାରି ତରତର ,

ନିତିଦିନ ଦିଏ ଭାତରେ କ୍ଷୀର ମିଶାଇ ,

ଖାଏ ଆନନ୍ଦରେ କାଳି ମୋର ନିଶ

ଫୁଲାଇ ।

କାଲି ବୋଲି ଯେବେ ଡାକେ ମୁଁ ଗେଲେ ,

ନିଶକୁ ହଲାଇ ହଲାଇ ବଙ୍କେଇ ଚାଲେ ,

ଭାତ ସାଙ୍ଗେ ମାଛ ଝୋଳ ଗୋଳାଇ

ଦେଲେ ,

ଚାଟି ଚାଟି ଖାଏ ତା’ ଲାଙ୍ଗୁଡ଼ ହଲେଇ

ଗେଲେ ।


Rate this content
Log in

Similar oriya poem from Classics