ଚଇତ୍ର ଆଉ ଖୁସି
ଚଇତ୍ର ଆଉ ଖୁସି
ଚଇତର ତାଳେ ତାଳେ ,
ଚିର ଚଇତିର ମେଳେ ।
ଶୀତ ମାଉସୀର କୋଳେ ,
ଖୁସି ବହୂଚୋରି ଖେଳେ ।
ଝୁଣ୍ଟି ପଡ଼ିଗଲେ ତଳେ ,
କାନ୍ଦେ ବସି ମାଆ କୋଳେ ।
ନିଦ ବାହାନାରେ କୋଳେ ,
ଆଖି ଦୁଇଟିକୁ ମଳେ ॥
ଚଇତର ତାଳେ ତାଳେ ,
ଚିର ଚଇତିର ମେଳେ ।
ଶୀତ ମାଉସୀର କୋଳେ ,
ଖୁସି ବହୂଚୋରି ଖେଳେ ।
ଝୁଣ୍ଟି ପଡ଼ିଗଲେ ତଳେ ,
କାନ୍ଦେ ବସି ମାଆ କୋଳେ ।
ନିଦ ବାହାନାରେ କୋଳେ ,
ଆଖି ଦୁଇଟିକୁ ମଳେ ॥