Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Romance

2  

Jagabandhu Sahu

Romance

ହାଏ ହାଏ ଲୋ କଲେଜ ବାଲି

ହାଏ ହାଏ ଲୋ କଲେଜ ବାଲି

1 min
131


ପିଗରଟା ତୁମ କରିସିମା ପରି

ଷ୍ଟାଇଲ ଜବରଦସ୍ତି

କଲେଜକୁ ଯିବା ବାହାନାରେ ଖାଲି

ରାସ୍ତା ଘାଟେ ହୁଅ ମସ୍ତି ।

ପାଠ ପଢା ତୁମ ମା'ଗଙ୍ଗେ ଜାଣନ୍ତି

ଇଂରାଜୀ କହୁଛ ବେଶୀ

ଟୋକାଙ୍କୁ ଦେଖିଲେ କଣେଇ ଚାହିଁକି

ଆଖି ମାରି ଦିଅ ହସି ।

ସ୍ମାର୍ଟ ଫୋନ୍ ଗୋଟେ ହାତେ ଧରି ଦେଇ

ଫେସବୁକ ଦିଅ ଖୋଲି

ସୁନ୍ଦର ସୁନ୍ଦର ସେଲଫି ନେବାପାଇଁ

ପାର୍କ ଯାଅ ତୁମେ ବୁଲି ।

ସ୍ମାର୍ଟ ପିଲା ଗୋଟେ ପଟିଗଲା ଯଦି

ଖୁସି ନ କହିଲେ ସରେ

ତୁମକୁ ଖୁଆଇ ପିଆଇ ବୁଲାଇ

ରୁପେୟାଟା ତାର ସରେ ।


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


Rate this content
Log in

Similar oriya poem from Romance