ନାରୀ ଜୀବନ
ନାରୀ ଜୀବନ
ନାରୀ ଜୀବନ
ଅଦେଖା ସପନ
ସଭିଙ୍କ ଆଖିରେ ଲୁହ ଦେଇ
ଚାଲିଯାଏ ଶାଶୁଘର
ଗାଁ ଝୁରେ ଦାଣ୍ଡ ଝୁରେ
ନଈ ତୁଠ ଝୁରୁଥାଏ
ଅଳି ଅଝଟ ସବୁ ଛାଡି ଦେଇ
ଆଖିରେ ଲୁହ ନେଇ
ଚାଲି ଯାଏ ଶାଶୁଘର
ସଭିଙ୍କୁ କରେ ଆପଣାର........
ପ୍ରମିଳା
ନାରୀ ଜୀବନ
ଅଦେଖା ସପନ
ସଭିଙ୍କ ଆଖିରେ ଲୁହ ଦେଇ
ଚାଲିଯାଏ ଶାଶୁଘର
ଗାଁ ଝୁରେ ଦାଣ୍ଡ ଝୁରେ
ନଈ ତୁଠ ଝୁରୁଥାଏ
ଅଳି ଅଝଟ ସବୁ ଛାଡି ଦେଇ
ଆଖିରେ ଲୁହ ନେଇ
ଚାଲି ଯାଏ ଶାଶୁଘର
ସଭିଙ୍କୁ କରେ ଆପଣାର........
ପ୍ରମିଳା